Below header
Browsing Tag

pick-up van overturned

ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ, ୨ ଦଣ୍ଡୁଆ ମୃତ; ୧୫ ଗୁରୁତର

ହିଞ୍ଜିଳିକାଟୁ (କେନ୍ୟୁଜ): ଦୁର୍ଘଟଣାରେ ୨ ଦଣ୍ଡୁଆ ମୃତ, ୧୫ ଗୁରୁତର ।  ଗଂଜାମ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ଦଣ୍ଡୁଆକୁ ନେଇ ଯାଉଥିବା ପିକ୍ ଅପ ଭ୍ୟାନ ଦୁର୍ଘଟଣା ଘଟିଛି ।  ଦହିମୁଣ୍ଡି ଗ୍ରାମର ଦଣ୍ଡୁଆମାନେ ବ୍ରହ୍ମପୁରରୁ କ୍ଷେତ୍ରୀୟ ବ୍ରହ୍ମପୁରକୁ ଦୁଇଟି ପିକଅପ ଭ୍ୟାନରେ…

ବ୍ରିଜରୁ ତଳକୁ ଖସିଲା ବରଯାତ୍ରୀ ଗାଡ଼ି, ୨ ମୃତ; ୧୨ ଆହତ

ଜୟପୁର (କେନ୍ୟୁଜ): ବ୍ରିଜରୁ ତଳକୁ ଭାରସାମ୍ୟ ହରାଇ ଖସିଲା ବରଯାତ୍ରୀ ଗାଡ଼ି। ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଅନ୍ତର୍ଗତ ଖଟଲାପଦର ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ କୁନ୍ଦୁରା ଗୋଷ୍ଠୀ ସ୍ୱାସ୍ଥ୍ୟ…

ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ, ୧୩ ଗୋରୁ ମୃତ

ଦଶପଲ୍ଲା (କେନ୍ୟୁଜ): ଭାରସାମ୍ୟ ହରାଇ ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୧୩ ଟି ଗୋରୁ ମୃତ । ରାସ୍ତା କଡ଼ ଏକ ଖାଲି ପଡ଼ିଆରେ ବିଛିଡ଼ି ହୋଇ ପଡିଛି ୧୩ ଟି ଗୋରୁଙ୍କ ମୃତଦେହ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଯୋଗୀ ବନ୍ଧ ଛକ ନିକଟରେ ଦୁର୍ଘଟଣା ଘଟିଛି । ଏକ…

ଏମିତି ବି ଆସେ ମୃତ୍ୟୁ, ମର୍ଣ୍ଣିଂ ୱାକ ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ପିକପ ଭ୍ୟାନ୍

ସୋରଡ଼ା (କେନ୍ୟୁଜ): ମୃତ୍ୟୁ ଏପରି ଆସେ ତାହା ମନୁଷ୍ୟ ଜାଣି ନ ଥାଏ । ସକାଳୁ ସକାଳୁ ଏପରି ଏକ ଘଟଣା ଘଟିଛି ସୋରଡ଼ାରେ । ଚାରିଜଣ ମହିଳା ମିଶି ସକାଳ ଭୋର ରୁ ପ୍ରାତ ଭ୍ରମଣ କରୁଥିବା ସମୟରେ ଜରାଉ ବ୍ରିଜ ନିକଟରେ ମେକ୍ସ ପିକପ ଗାଡି ହାଠାତ ଆସି ଭ୍ରମଣ ସାରି ଫେରୁଥିବା ମହିଳା ପ୍ରମିଳା ଗଉଡ…

ଓଲଟିଲା ମଦ ବୋଝେଇ ପିକଅପ୍ ଭ୍ଯାନ୍, ୧୨ ଲକ୍ଷ ଟଙ୍କାର ମଦ ବୋହିନେଲେ ଲୋକେ

ସୋର(କେନ୍ୟୁଜ୍): ଓଲଟିଲା ମଦ ବୋଝେଇ ପିକଅପ୍ ଭ୍ଯାନ୍, ବୋହିନେଲେ ଲୋକେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ୧୬ନମ୍ବର ଜାତୀୟ ରାଜପଥ ଛଅ ପୋଳିଆ ଠାରେ। ଏକ ମଦ ଭର୍ତ୍ତି ପିକଅପ ଭ୍ଯାନ୍ ହଠାତ୍ ଭାରସାମ୍ଯ ହରାଇ ରାସ୍ତା ଉପରେ ଓଲିଟି ପଡିଥିଲା। ପିକଅପରେ ଥିବା ୬୬ ପେକେଟ ବିୟର ଓ ୬୩ ପେଟି…

ଟାୟାର ଫାଟି ଯିବାରୁ ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌, ଚାଳକ ଗୁରୁତର

ଚୌଦ୍ବାର: ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌, ଚାଳକ ଗୁରୁତର । କଟକ ଜିଲ୍ଲା ଟାଙ୍ଗୀ ଥାନା ୧୬ ନମ୍ବର ଜାତୀୟ ରାଜପଥ ଚଟିଲୋ ନିକଟରେ ଦୁର୍ଘଟଣା । ଭ୍ୟାନ୍‌ ମାଲ ବୋଝେଇ କରି ଛତିଆ ହରିପୁର ଯାଉଥିବା ବେଳେ ଟାୟାର ଫାଟି ଯିବାରୁ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିପଡିଥିଲା । ଖବର ପାଇ ଟାଙ୍ଗୀ…