Below header

ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ରେଜଲ୍ଟ , ଜାଣନ୍ତୁ କେଉଁଥିରେ କେତେ ରହିଛି ପାସ୍‌ ହାର

ଭୁବନେଶ୍ବର(କେନ୍ଯୁଜ୍): ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ରେଜଲ୍ଟ । କଳାରେ ସର୍ବାଧିକ ପାସ୍‌ ହାର ରହିଛି ୯୮.୫୮ ପ୍ରତିଶତ । ଧନ୍ଦାମୂଳକରେ ପାସ୍‌ ହାର ୮୬.୦୨ ପ୍ରତିଶତ ରହିଛି । କଳାରେ ୧ ଲକ୍ଷ ୮୬ ହଜାର ୬୮୫ ପରୀକ୍ଷାର୍ଥୀ ପାସ୍‌ ହୋଇଛନ୍ତି । orissaresults.nic.in େଓ୍ଵବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେଉଛି । ବିଧିବଦ୍ଧଭାବେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

କଳାରେ ୯୫ଜଣ ଛାତ୍ରଛାତ୍ରୀ ୯୦ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ଯୁକ୍ତଦୁଇ କଳାରେ ପ୍ରଥମ ଶ୍ରେଣୀରେ ୩୦ହଜାର ୫୧୦ଜଣ ପାସ କରିଛନ୍ତି। ଦ୍ୱିତୀୟ ଶ୍ରେଣୀରେ ୪୬ହଜାର ୧୦୧ ଜଣ ପାସ କରିଥିବା ବେଳେ ୧ଲକ୍ଷ ୧୯ହଜାର ୫୦୫ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। କରୋନା ପାଇଁ ଚଳିତ ଥର ପରୀକ୍ଷା ବାତିଲ ହୋଇଥିବା ବେଳେ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଫଳ ପ୍ରକାଶ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.