Below header

ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ୨୦୨୧ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ଫିଲପ

ଭୁବନେଶ୍ୱର(କେ ନ୍ୟୁଜ):  ୨୦୨୧ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସନ୍ତା ୬ ତାରିଖରୁ ଫର୍ମ ଫିଲପ ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ରେଗୁଲାର ଓ ପତ୍ର ବିନିମୟ ପାଠ୍ୟକ୍ରମ ଲାଗି ଛାତ୍ରଛାତ୍ରୀ ମାନେ ଫେବୃୟାରୀ ୧୨ରୁ ଫେବ୍ରୁୟାରୀ ୨୪ ପର୍ଯ୍ୟନ୍ତ ଅନଲାଇନ ଫର୍ମ ଫିଲପ କରିପାରିବେ । ସେହିପରି ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ମାନେ ଫେବୃୟାରୀ ୬ରୁ ଫେବୃୟାରୀ ୧୨ ମଧ୍ୟରେ ଫର୍ମ ଫିଲପ କରିପାରିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.