Below header

ଡକାୟତି ଉଦ୍ୟମ ବେଳେ ୧୦ଜଣଙ୍କୁ ଗିରଫ କଲା ପୋଲିସ

ଡକାୟତି ଉଦ୍ୟମ ପଣ୍ଡ । ଧରାପଡିଲେ ଡକାୟତି ଗ୍ୟାଙ୍ଗର ୧୦ ସଦସ୍ୟ। ଜଙ୍ଗଲରେ ଡକାୟତି ଉଦ୍ୟମ ବେଳେ ୧୦ଜଣଙ୍କୁ ଗିରଫ କରିଛି ଚମ୍ପୁଆ ପୋଲିସ। ସେମାନଙ୍କ ନିକଟରୁ ଏକ ବୋଲେରୋ ସହ ୨ଟି ବନ୍ଧୁକ, ୨ଟି ଅଫୁଟା ଗୁଳି, ୨ଟି କଟୁରୀ ଆଦି ଜବତ ହୋଇଛି।

ଯୋଡ଼ା(କେନ୍ୟୁଜ) : ଡକାୟତି ଉଦ୍ୟମ ପଣ୍ଡ । ଧରାପଡିଲେ ଡକାୟତି ଗ୍ୟାଙ୍ଗର ୧୦ ସଦସ୍ୟ। ଜଙ୍ଗଲରେ ଡକାୟତି ଉଦ୍ୟମ ବେଳେ ୧୦ଜଣଙ୍କୁ ଗିରଫ କରିଛି ଚମ୍ପୁଆ ପୋଲିସ। ସେମାନଙ୍କ ନିକଟରୁ ଏକ ବୋଲେରୋ ସହ ୨ଟି ବନ୍ଧୁକ, ୨ଟି ଅଫୁଟା ଗୁଳି, ୨ଟି କଟୁରୀ ଆଦି ଜବତ ହୋଇଛି। ଚମ୍ପୁଆ ଓ ଝୁମ୍ପରା ଅଞ୍ଚଳରେ ଥିବା ଏଟିଏମରୁ ଲୁଟ୍ କରିବାକୁ ଉଦ୍ୟମ କରୁଥିଲେ। ଗିରଫ ଅଭିଯୁକ୍ତଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଛି। ଅଭିଯୁକ୍ତ ସିପୁନ ବେହେରା ଗ୍ୟାଙ୍ଗର ମୁଖ୍ୟ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.