Below header

ସର୍ବସାଧାରଣରେ ମଦ୍ୟପାନ ବେଳେ କମିଶନରେଟ ପୋଲିସର ଚଢାଉ, ୧୩୨ ମଦ୍ୟପଙ୍କ ନିକଟରୁ ୬୬ ହଜାର ଟଙ୍କା ଆଦାୟ

 ଭୁବନେଶ୍ୱର: ସର୍ବସାଧାରଣ ସ୍ଥାନରେ ମଦ ପିଉଥିଲେ ସାବଧାନ। ସେଭଳି ମଦୁଆଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ ପୋଲିସର ସ୍ପେଶାଲ୍ ଡ୍ରାଇଭ୍‌। ସର୍ବସାଧାରଣରେ ମଦ୍ୟପାନ ବେଳେ ଚଢାଉ କରି ଗୋଟିଏ ଦିନରେ ପୋଲିସ ୧୩୨ ଜଣ ମଦ୍ୟପଙ୍କୁ ଧରିଛି। ସେମାନଙ୍କ ନିକଟରୁ ୬୬ ହଜାର ଟଙ୍କା ଆଦାୟ ହୋଇଛି। ଭୁବନେଶ୍ୱରରେ ଚଢାଉ କରିଥିଲା କମିଶନରେଟ ପୋଲିସ । ଏମାନଙ୍କୁ ଖୋଲାସ୍ଥାନ, ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଧରାଯାଇଛି । ଏହି ଚଢାଉରେ ୧୯ଟି ପୋଲିସ ଷ୍ଟେସନ ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.