Below header

କମିଶନରେଟ ପୋଲିସ ହାତରେ ଧରାପଡିଲେ “କଟୁରୀ ଗ୍ୟାଙ୍ଗ”, ମର୍ଣ୍ଣିଙ୍ଗ ୱାକ କରୁଥିବା ଲୋକଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର(କେ ନ୍ୟୁଜ): ଟ୍ଵିନସିଟିରେ ଆତଙ୍କ ସୃଷ୍ଟି କରୁଥିବା ୫ ଜଣିଆ କଟୁରୀ ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ଵାଡ । ଗତ ୪ ମାସ ଧରି ଏହି ଗ୍ୟାଙ୍ଗ ମର୍ଣ୍ଣିଂ ଓ୍ଵାକ କରୁଥିବା ଲୋକଙ୍କୁ ଟାର୍ଗେଟ କରିଆସୁଥିଲେ । ଏମାନେ ବାଇକରେ ଆସି କଟୁରୀରେ ଆକ୍ରମଣ

Short film producer who dodged cops at police station nabbed for snatching chains off sleeping women- Edexlive

କରି ସୁନାଚେନ ସହ ବିିଭିନ୍ନ ମୂଲ୍ୟବାନ ଜିନିଷ ଲୁଟ କରୁଥିଲେ । ପୋଲିସ କମି ଶନରେଟ ଏମାନଙ୍କ ଠାରୁ ୧୯ଟି ସୁନା ଚେନ, ୬କେଜି ରୂପା, ୧୩ ହଜାରରୁ ଅଧିକ ଟଙ୍କା, ବାଇକ ସମେତ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି । ଅଭିଯୁକ୍ତଙ୍କ ନାଁରେ ବିିଭିନ୍ନ ଥାନାରେ ୨୫ରୁ ଅଧିକ କେସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.