Below header

ପୁରୀ ଗସ୍ତରେ ପୋଲିସ ଡିଜି ଅଭୟ, ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥାର କଲେ ସମୀକ୍ଷା

ଭୁବନେଶ୍ବର (କେନ୍ୟୁଜ୍) : ପୁରୀ ଗସ୍ତରେ ପୋଲିସ ଡିଜି ଅଭୟ । ନୂଆବର୍ଷ ପାଇଁ ପୁରୀର ସୁରକ୍ଷା ବ୍ୟବସ୍ଥାର କରୁଛନ୍ତି ସମୀକ୍ଷା । ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରିପାରନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷାର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଏହି ଅବସରରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.