Below header
Browsing Tag

police dg abhaya

ପୋଲିସ DG ଅଭୟଙ୍କ ଦିନିକିଆ ନୂଆପଡ଼ା ଗସ୍ତ, ମାଓ ସ୍ଥିତି ନେଇ କରିବେ ସମୀକ୍ଷା

ନୂଆପଡ଼ା(କେନ୍ଯୁଜ୍): ପୋଲିସ DG ଅଭୟଙ୍କ ଦିନିକିଆ ନୂଆପଡ଼ା ଗସ୍ତ। ଜିଲ୍ଲାରେ ମାଓ ସ୍ଥିତି ନେଇ ସମୀକ୍ଷା କରିବେ ଡିଜିପି। ସୁନାବେଡ଼ା ଅଭୟାରଣ୍ୟ ଗସ୍ତରେ ଯିବେ DGP। ସୁନାବେଡ଼ାରେ ଥିବା CRPF କ୍ୟାମ୍ପ ପରିଦର୍ଶନ କରିବେ। ମାଓ ମୁକାବିଲା କ୍ଷେତ୍ରରେ ଓଡ଼ିଶା ବିଗତ ଦିନରେ ସଫଳତା ସହ କରିଛି।…

ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ, ମୁଖ୍ୟ ପ୍ରବେଶ ପଥ ମୋଟୁରେ ପହଂଚି ସୁରକ୍ଷା ବ୍ୟବସ୍ଥାର କଲେ ଯାଞ୍ଚ

ମାଲକାନଗିରି : ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ । ପ୍ରଥମେ ମୋଟୁରେ ପହଂଚି ଏମ୍‌ଭି-୮୮ରେ ପହଂଚି ନୂତନ ଫାଣ୍ଡିର ଶୁଭାରମ୍ଭ କରିଛନ୍ତି । ପରେ ବିଏସଏଫ୍‌ କ୍ୟାମ୍ପ ଯାଇ ବୈଠକ କରିଥିଲେ । ମାଓ ଦମନ ନେଇ ପୋଲିସ ଓ ବିଏସଏଫ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିଜିପି । ଶେଷରେ…

ବଲାଙ୍ଗିରରେ ପୋଲିସ ଡିଜି ଅଭୟ, ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ କରୁଛନ୍ତି ସ୍ଥିତି ସମୀକ୍ଷା

ବଲାଙ୍ଗିର: ବଲାଙ୍ଗିରରେ ପୋଲିସ ଡିଜି ଅଭୟ। ପଶ୍ଚିମ ଓଡ଼ିଶାରେ ଦିନକୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ସମୀକ୍ଷା କରୁଛନ୍ତି ପୋଲିସ ଡିଜି। ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ଥାନା ପରିଦର୍ଶନ କାର୍ଯ୍ୟକ୍ରମ ରହିଛି।…

ଭୁବନେଶ୍ୱରରେ ଖୋଲିଲା ସାଇବର କମ୍ପ୍ଲେକ୍ସ, ଶୁଭାରମ୍ଭ କଲେ ପୋଲିସ ଡିଜି ଅଭୟ

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିଲା ସାଇବର କମ୍ପ୍ଲେକ୍ସ। ପୋଲିସ ଡିଜି ଅଭୟ ଏହାର ଶୁଭାରମ୍ଭ କରିଛନ୍ତି। ଏଠାରେ ସାଇବର କ୍ରାଇମର ତଦନ୍ତ ପାଇଁ ଟ୍ରେନିଂ ଦିଆଯିବ। ୬ ମାସ ମଧ୍ୟରେ ରାଜ୍ୟ ପୋଲିସର ସୋସିଆଲ ମିଡିଆ ସେଲ୍‌ କାମ କରିବ। ୨୦୦ଜଣ ପୋଲିସଙ୍କୁ ଏଠି ଟ୍ରେନିଂ ଦିଆଯିବ। ସାଇବର କ୍ରାଇମରେ…

କନ୍ଧମାଳ ପରେ କଳାହାଣ୍ଡି ଯାଇ ମାଓ ସ୍ଥିତିର ସମୀକ୍ଷା କଲେ ଡିଜି ଅଭୟ

କଳାହାଣ୍ଡି: କନ୍ଧମାଳ ପରେ କଳାହାଣ୍ଡି । ଡିଜି ଅଭୟ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇ ମାଓ ସ୍ଥିତିର ସମୀକ୍ଷା କରିଛନ୍ତି । ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଗୁରୁତ୍ୱ ଦେଇଛନ୍ତି । ସମୀକ୍ଷା ବୈଠକରେ ସିଆରପିଏଫ ସ୍ୱତନ୍ତ୍ର ଡିଜି ଓ କଳାହାଣ୍ଡି ଏସ୍‌ପି ସାମିଲ ହୋଇଥିଲେ ।…

କନ୍ଧମାଳ ଖମନଖୋଲ ସିଆରପିଏଫ କ୍ୟାମ୍ପ ବୁଲିବା ପରେ ମାଓ ଗତିବିଧିର ସମୀକ୍ଷା କଲେ ପୋଲିସ ଡିଜି ଅଭୟ

କନ୍ଧମାଳ(କେନ୍ୟୁଜ୍):  କନ୍ଧମାଳ ଗସ୍ତରେ ପୋଲିସ ଡିଜି ଶ୍ରୀ ଅଭୟ । ତାଙ୍କ ସହ ସିଆରପିଏଫ ସ୍ୱତନ୍ତ୍ର ଡିଜି ମଧ୍ୟ ଉପସ୍ଥିତ ଅଛନ୍ତି । କନ୍ଧମାଳ ଖମନଖୋଲ ସିଆରପିଏଫ କ୍ୟାମ୍ପ ବୁଲିଛନ୍ତି । ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ, ଆଇଜି ସିଆରିପିଏଫ ମଧ୍ୟ ଯୋଗ ଦେଇଛନ୍ତି । ସୈନିକ ସମ୍ମିଳନୀରେ…

ବାର୍ଷିକ ୩୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ, କୋରାପୁଟ ଜିଲ୍ଲାରୁ ସର୍ବାଧିକ: ଡିଜି ଅଭୟ

ଭୁବନେଶ୍ବର: କୋରାପୁଟ ଜିଲ୍ଲାରୁ ସର୍ବାଧିକ ଗଞ୍ଜେଇ ଜବତ। ଗତ ୧୦ ବର୍ଷରେ ବାର୍ଷିକ ୩୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ୫ ବର୍ଷ ଭିତରେ ବାର୍ଷିକ ୪୧୪କ୍ୱିଣ୍ଟାଲ ଗଞ୍ଜେଇ ଓ ଚଳିତ ସେପ୍ଟେମ୍ବର ସୁଦ୍ଧା ୧ହଜାରରୁ ଊର୍ଦ୍ଧ୍ୱ କ୍ୱିଣ୍ଟାଲ ଜବତ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ…

ପୁରୀ ଗସ୍ତରେ ପୋଲିସ ଡିଜି ଅଭୟ, ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥାର କଲେ ସମୀକ୍ଷା

ଭୁବନେଶ୍ବର (କେନ୍ୟୁଜ୍) : ପୁରୀ ଗସ୍ତରେ ପୋଲିସ ଡିଜି ଅଭୟ । ନୂଆବର୍ଷ ପାଇଁ ପୁରୀର ସୁରକ୍ଷା ବ୍ୟବସ୍ଥାର କରୁଛନ୍ତି ସମୀକ୍ଷା । ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରିପାରନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷାର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଏହି ଅବସରରେ ଜିଲ୍ଲାର…