ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ, ମୁଖ୍ୟ ପ୍ରବେଶ ପଥ ମୋଟୁରେ ପହଂଚି ସୁରକ୍ଷା ବ୍ୟବସ୍ଥାର କଲେ ଯାଞ୍ଚ

ମାଲକାନଗିରି : ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ । ପ୍ରଥମେ ମୋଟୁରେ ପହଂଚି ଏମ୍‌ଭି-୮୮ରେ ପହଂଚି ନୂତନ ଫାଣ୍ଡିର ଶୁଭାରମ୍ଭ କରିଛନ୍ତି । ପରେ ବିଏସଏଫ୍‌ କ୍ୟାମ୍ପ ଯାଇ ବୈଠକ କରିଥିଲେ ।

ମାଓ ଦମନ ନେଇ ପୋଲିସ ଓ ବିଏସଏଫ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିଜିପି । ଶେଷରେ ମୁଖ୍ୟ ପ୍ରବେଶ ପଥ ମୋଟୁରେ ପହଂଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ଏହାପରେ ସୁନାବେଡା ଓ ନବରଙ୍ଗପୁର ଯିବାର କାର୍ଯ୍ୟକ୍ରମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.