Below header

ଗୁଳିମାଡ଼ ଘଟଣାର ସିନ ରିକ୍ରିଏସନ କଲା ପୋଲିସ

କାମାକ୍ଷାନଗର ଯୁବ ବିଜେଡି ନେତା କାହ୍ନ ସାହୁଙ୍କୁ ଗୁଳିମାଡ଼ ଘଟଣାରେ ସିନ ରିକ୍ରିଏସନ । ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କଲା କାମାକ୍ଷାନଗର ପୋଲିସ ।

କାମାକ୍ଷାନଗର(କେନ୍ୟୁଜ): କାମାକ୍ଷାନଗର ଯୁବ ବିଜେଡି ନେତା କାହ୍ନ ସାହୁଙ୍କୁ ଗୁଳିମାଡ଼ ଘଟଣାରେ ସିନ ରିକ୍ରିଏସନ । ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କଲା କାମାକ୍ଷାନଗର ପୋଲିସ ।

ଗତ ୧୪ ତାରିଖ ରାତି ୧୧ଟାରେ କାହ୍ନ ସାହୁ ନିଜ କାର ଯୋଗେ ଘରକୁ ଫେରୁଥିବା ବେଳେ ୩ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି କାହ୍ନଙ୍କୁ ଅଟକାଇବା ସହ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ଗୁରୁତର ଆହତ କାହ୍ନଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲ ଓ ପରେ ଭୁବନେଶ୍ଵର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ହାତ ଓ ଜଂଘରେ ୨ଟି ଗୁଳି ବାଜିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.