Below header

ଯାଜପୁର: କଣ୍ଟେନମେଣ୍ଟ ଜୋନରେ ଚକଅଖ ଜାମ୍, ଟ୍ରଲିରେ ବୁହା ହେଲେ ପ୍ରସୂତୀ

ଯାଜପୁର(କେନ୍ୟୁଜ୍): କଣ୍ଟେନମେଣ୍ଟ ଜୋନରୁ ଟ୍ରଲିରେ ବୁହା ହେଲେ ପ୍ରସୂତୀ । ଏଭଳି ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ବାଇଁସିରିଆ ଗ୍ରାମରେ । ଏହି ଗ୍ରାମରେ ପୂର୍ବରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ପ୍ରଶାସନ ପକ୍ଷରୁ ଗ୍ରାମକୁ କଣ୍ଟେନମେଣ୍ଟ ଯୋନ ଭାବେ ଘୋଷଣା କରାଯାଇଛି । ଆଜି ଏହି କଣ୍ଟେନମେଣ୍ଟ ଅଞ୍ଚଳରେ ଜଣେ ମହିଳାଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ଟ୍ରଲିରେ ଶୁଆଇ ଡାକ୍ତରଖାନା ନିଆଯାଉଥିବା ଦେଖିବାକୁ ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.