ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ, ପ୍ରିନସପାଲଙ୍କ ମୃତ୍ୟୁ

ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ। ପ୍ରିନସପାଲଙ୍କ ମୃତ୍ୟୁ, ୮ ଆହତ। କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ମନ୍ତ୍ରୀଆମ୍ବ ଘାଟିରେ ଦୁର୍ଘଟଣା ଘଟିଛି।

ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ। ପ୍ରିନସପାଲଙ୍କ ମୃତ୍ୟୁ, ୮ ଆହତ। କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ମନ୍ତ୍ରୀଆମ୍ବ ଘାଟିରେ ଦୁର୍ଘଟଣା ଘଟିଛି। ମୃତକ ହେଲେ ନିଳିମା ପଣ୍ଡା। ସ୍କୁଲ ପିଅନ ମୃତ୍ୟୁବରଣ କରିବା ଖବରପାଇ ଶେଷ ଦର୍ଶନ ପାଇଁ ଯାଉଥିଲେ ପ୍ରନସିପାଲ୍ ଓ ସ୍କୁଲ କର୍ମଚାରୀ । ଘାଟିରେ ଦୁର୍ଘଟଣା ହେବାରୁ ପ୍ରିନସପାଲଙ୍କ ମୃତ୍ୟୁ ହୋଇଛି। ଆହତଙ୍କୁ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.