Below header

ପ୍ରକାଶ ପାଇଲା ଜେଇଇ ମେନ୍ ସେସନ୍-୨ ପରୀକ୍ଷାର ରେଜଲ୍ଟ, ରାଜ୍ୟରୁ ଟପ୍ପର ହେଲେ ପ୍ରିୟଙ୍କା ସର

୯୯.୯୮ ପରସେଣ୍ଟ ରଖି ପ୍ରିୟଙ୍କା ସର ରାଜ୍ୟରେ ଟପର୍ ହୋଇଛନ୍ତି। ଛାତ୍ରଛାତ୍ରୀମାନେ ନିଜ ରେଜଲ୍ଟ jeeadv.ac.in ରେ ନିଜର ରେଜଲ୍ଟ ଦେଖିପାରିବେ। ଏପ୍ରିଲ୍ ୬ ତାରିଖରେ ଏହି ପରୀକ୍ଷା ଆରମ୍ଭ ହୋଇ ୧୫ରେ ସରିଥିଲା।

କେନ୍ୟୁଜ୍(ବ୍ୟୁରୋ): ପ୍ରକାଶ ପାଇଲା NTA ଦ୍ବାରା ପରିଚାଳିତ (JEE) ମେନ୍ ସେସନ୍-୨ ପରୀକ୍ଷାର ରେଜଲ୍ଟ । ୯୯.୯୮ ପରସେଣ୍ଟ ରଖି ପ୍ରିୟଙ୍କା ସର ରାଜ୍ୟରେ ଟପର୍ ହୋଇଛନ୍ତି। ଛାତ୍ରଛାତ୍ରୀମାନେ ନିଜ ରେଜଲ୍ଟ jeeadv.ac.in ରେ ନିଜର ରେଜଲ୍ଟ ଦେଖିପାରିବେ। ଏପ୍ରିଲ୍ ୬ ତାରିଖରେ ଏହି ପରୀକ୍ଷା ଆରମ୍ଭ ହୋଇ ୧୫ରେ ସରିଥିଲା।

ପ୍ରାୟ ୮ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ୨ ଟି ସେସନରେ କ୍ରୁତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେବେ। ଆସନ୍ତା ଜୁନ୍ ୪ ତାରିଖରେ ହେବ ଜେଇଇ ଆଡଭାନ୍ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.