କୁଲଡିହା ମଲିବଣିଆ ଗାଁରେ ବନ୍ଧୁକ ତିଆରି କାରଖାନାରେ ରେଡ୍

ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ରେଡ୍ । କୁଲଡିହା ମଲିବଣିଆ ଗାଁରେ ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ପୋଲିସ ଓ ବନବିଭାଗର ମିଳିତ ଚଢ଼ାଉ । ତିଆରି ସଂପୂର୍ଣ୍ଣ ହୋଇନଥିବା ୫ଟି ବନ୍ଧୁକ ଏବଂ ବନ୍ଧୁକ ତିଆରିରେ ବ୍ୟବହୃତ ବହୁ ସାମଗ୍ରୀ ଜବତ ହୋଇଛି ।

ନୀଳଗିରି(କେନ୍ୟୁଜ୍‌): ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ରେଡ୍ । କୁଲଡିହା ମଲିବଣିଆ ଗାଁରେ ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ପୋଲିସ ଓ ବନବିଭାଗର ମିଳିତ ଚଢ଼ାଉ । ତିଆରି ସଂପୂର୍ଣ୍ଣ ହୋଇନଥିବା ୫ଟି ବନ୍ଧୁକ ଏବଂ ବନ୍ଧୁକ ତିଆରିରେ ବ୍ୟବହୃତ ବହୁ ସାମଗ୍ରୀ ଜବତ ହୋଇଛି । ଜଣଙ୍କୁ ଗିରଫ କରିଛି ନୀଳଗିରି ପୋଲିସ । କୁଳଡିହା ଅଭ୍ୟାରଣ୍ୟ ଭିତରେ ୨ ଜଣ ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼ ପରେ ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ଉ ଜୋରଦାର କରିଛି ପୋଲିସ ଓ ବନବିଭାଗ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.