Below header

ରାତି ଅଧରେ ଭୁବନେଶ୍ୱରର ବିଭିନ୍ନ ବାର୍‌ରେ ଚଢାଉ, ଦୁଇଟି ବାର୍‌ ମ୍ୟାନେଜର ଅଟକ

ଭୁବନେଶ୍ୱର(କେନ୍ୟୁଜ୍): ରାତି ଅଧରେ ରେଡ୍‌। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ବିଭିନ୍ନ ବାର୍‌ରେ ଚଢାଉ କରିଛି କମିଶନରେଟ୍‌ ପୋଲିସ। ଇନ୍‌ଫୋସିଟ୍‌ ଅଞ୍ଚଳରେ ଥିବା ୨ଟି ବାର୍‌ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଖୋଲାରହିଥିଲା। ଟପନୋଜ ବାର୍‌ରେ ୧୦୦ରୁ ଅଧିକ ଗ୍ରାହକ ଥିଲେ। ଦୁଇଟି ବାର୍‌ ମ୍ୟାନେଜରଙ୍କୁ ଅଟକ ରଖି ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.