Below header

ଡ଼େଲାଙ୍ଗ ହାକପଡ଼ା ଗ୍ରାମରେ ବେଆଇନ କରତକଳ ଉପରେ ଚଢାଉ, ବିପୁଳ ପରିମାଣର କାଠ ଏବଂ ଯନ୍ତ୍ରାଂଶ ଜବତ

ପିପିଲି: ବେଆଇନ କରତକଳ ଉପରେ ଚଢାଉ । ପୁରୀ ଜିଲ୍ଲା ଡ଼େଲାଙ୍ଗ ଥାନା ଜେନାପୁର ପଂଚାୟତର ହାକପଡ଼ା ଗ୍ରାମରେ ଦୀର୍ଘ ଦିନ ଧରି ଏକ ଚୋରା କରତକଳ ଚାଲୁଥିବାବେଳେ , ଏ ସମ୍ପର୍କରେ ଖବର ପାଇ ଡ଼େଲାଙ୍ଗ ବନ ବିଭାଗ ଏବଂ ଡ଼େଲାଙ୍ଗ ପୋଲିସର ମିଳିତ ସହଯୋଗରେ ଚଢାଉ କରାଯାଇଛି ।

ବେଆଇନ କରତକଳରୁ ବିପୁଳ ପରିମାଣର କାଠ ଏବଂ ଯନ୍ତ୍ରାଂଶକୁ ଜବତ କରାଯାଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.