ଭିଜିଲାନ୍ସ ଜାଲରେ RI, ଜମି ମ୍ୟୁଟେସନ ପାଇଁ ୨୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଭିଜିଲାନ୍ସ ଜାଲରେ RI । ଭିଜିଲାନ୍ସ ଜାଲରେ ଯୋଡା ବିଲେଇପଦା RI ପିର ଖାନ। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।

ଯୋଡା (କେନ୍ୟୁଜ): ଭିଜିଲାନ୍ସ ଜାଲରେ RI । ଭିଜିଲାନ୍ସ ଜାଲରେ ଯୋଡା ବିଲେଇପଦା RI ପିର ଖାନ। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।

ସୂଚନା ଅନୁଯାୟୀ, ଯୋଡା ବ୍ଲକ ଦେଓଝର ପଞ୍ଚାୟତ ମୂର୍ଗାବେଡା ଗାଁର ଦୁବରାଜ ହେମ୍ବ୍ରମଙ୍କ ଠାରୁ ଜମିପଟା ବାବଦକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ପୀର ଖାନ୍ । ଏନେଇ ଖବର ପାଇବା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ପୀର ଖାନଙ୍କ ଠାରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଛି ଭିଜିଲାନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.