Below header

ଅଧା ରହିଲା ଜଗା ଦର୍ଶନ: ମଙ୍ଗଳପୁର ନିକଟରେ ଓଲଟିଲା ସ୍କର୍ପିଓ, ୨ ଆହତ

ପୁରୀ-ପିପିଲି ୩୧୬ନଂ ଜାତୀୟ ରାଜପଥର ମଙ୍ଗଳପୁର ନିକଟରେ ଓଲଟିଲା ସ୍କର୍ପିଓ । ଏହି ଦୁର୍ଘଟଣାରେ ୨ ଜଣ ଆହାତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପିପିଲି (କେନ୍ୟୁଜ):  ପୁରୀ-ପିପିଲି ୩୧୬ନଂ ଜାତୀୟ ରାଜପଥର ମଙ୍ଗଳପୁର ନିକଟରେ ଓଲଟିଲା ସ୍କର୍ପିଓ ।  ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ବିହାରରୁ ୬ଜଣ ଶ୍ରଦ୍ଧାଳୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଅଭିମୁଖେ ଆସୁଥିଲେ । ଠିକ ଏହି ସମୟରେ ପୁରୀ-ପିପିଲି ୩୧୬ନଂ ଜାତୀୟ ରାଜପଥର ମଙ୍ଗଳପୁର ନିକଟରେ ସ୍କର୍ପିଓଟି ଓଲଟି ପଡିଥିଲା । ଏଥିରେ ୨ ଜଣ ଯାତ୍ରୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ପିପିଲି ପୋଲିସର ପହଞ୍ଚି ତଦନ୍ତ ଜାରି ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.