ଝିଅକୁ ସ୍କୁଲ୍ ନେଇ ଯିବାବେଳେ ଘଟିଲା ଭୟଙ୍କର ଦୁର୍ଘଟଣା, ଅଧା ବାଟରେ ଉଡିଗଲା ମାଆର ପ୍ରାଣବାୟୁ
ତାଳଚେର: ସକାଳ ୬ଟା୩୦ । ଯିଏ ଯାହା କାମରେ ବାହାରୁଥାନ୍ତି । ଏପଟେ ସବୁଦିନ ପରି ମାଆଙ୍କ ସହ ସ୍କୁଟି ପଛରେ ବସି ମନ ଖୁସିରେ ସ୍କୁଲ୍ ଯାଉଥାଏ କୁନି ଝିଅ । ହେଲେମେଟ୍ ବି ପିନ୍ଧି ଥିଲେ ଉଭୟ । ଆଉ କେଇ ମିନିଟ୍ ପରେ ପହଞ୍ଚି ଯାଇଥାନ୍ତେ ସ୍କୁଲ୍ ରେ । ହେଲେ ଭାଗ୍ୟର ବିଡମ୍ବନା ଅଧା ରାସ୍ତାରେ…