Below header
Browsing Tag

Fatal road accident

ନୂଆବର୍ଷ ଆରମ୍ଭରୁ ଦୁର୍ଘଟଣା : କାର୍‌- ଟ୍ରକ ମୁହାଁମୁହିଁ ଧକ୍କା, ୩ ଆହତ

କେନ୍ଦୁଝର (କେନ୍ୟୁଜ): ନୂଆବର୍ଷ ଆରମ୍ଭରୁ ଦୁର୍ଘଟଣା। କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ବାରିଗାଁ ନିକଟରେ କାର୍‌ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୩ ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା…

ବାଇକ୍‌ କୁ ଧକ୍କା ଦେଲା ଟ୍ରକ, ୨ ମୃତ

ବରଗଡ଼ (କେନ୍ୟୁଜ): ବାଇକ୍‌ କୁ ଧକ୍କା ଦେଲା ଟ୍ରକ ଦୁର୍ଘଟଣାରେ ୨ ମୃତ । ବରଗଡ଼ ନୋଗେନ୍‌ ପାଲି ଏପ୍‌ସିଆଇ ଗୋଦାମ ସମ୍ମୁଖରେ ଘଟିଛି ଏହି ଦୁର୍ଘଟଣା । ଖବର ଅନୁଯାୟୀ, ବାଇକ୍‌ରେ ଦୁଇ ଜଣ ଯାଉଥିଲେ । ବରଗଡ଼ ନାଗେନପାଲି ଏଫ୍‌ସିଆଇ ସମ୍ମୁଖରେ ବାଇକ୍‌କୁ ଧକ୍କା ଦେଇଥିଲା ଟ୍ରକ । ଯେଉଁଥିରେ…

ଅଟୋକୁ ଧକ୍କା ଦେଲା ଟ୍ରକ: ଜଣେ ମୃତ, ଦୁଇ ଗୁରୁତର

ବୌଦ୍ଧ (କେନ୍ୟୁଜ): ଅଟୋକୁ ଧକ୍କା ଦେଇ ଫେରାର ମାରିଲା ଟ୍ରକ । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ବୌଦ୍ଧ ଜିଲ୍ଲା ଜାତୀୟ ରାଜପଥ ୫୭ ପୁରୁଣାକଟକ ନୂଆ ବସ୍‌ ଷ୍ଟାଣ୍ଡ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି । ଅଟୋରେ ବସିଥିବା ଜଣେ ଯାତ୍ରୀଙ୍କ…

ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିଲା କାର୍‌: ୨ ମୃତ, ୨ ଗୁରୁତର

ଭଦ୍ରକ (କେନ୍ୟୁଜ): ବିଦ୍ୟୁତ ଖୁଣ୍ଟକୁ ପିଟିଲା କାର୍‌ ୨ମୃତ ୨ ଗୁରୁତର । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ନିକଟରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ କାରଟି ବିଦ୍ୟୁତ ଖୁଣ୍ଟକୁ ପିଟିଥିଲା । ୨ ଗୁରୁତରଙ୍କୁ କଟକ ଓ ଭଦ୍ରକ ମେଡିକାଲ ସ୍ଥାନାନ୍ତର କରାଯାଇଛି…

ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସକୁ ପିଟିଲା କାର୍, ଜଣେ ମୃତ

ଭୁବନେଶ୍ୱର (କେନ୍ୟୁଜ):  ଭୁବନେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ପାଖରେ ଦୁର୍ଘଟଣା ହୋଇଛି l ଫଳରେ ଏଥିରେ ଜଣେ ମୃତ, ୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଭାରସାମ୍ୟ ହରାଇ ଦ୍ରୁତଗାମୀ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଡିଭାଇଡର…

ରାଜଧାନୀରେ ଛାତିଥରା ଦୁର୍ଘଟଣା: ଟ୍ରକକୁ ପିଟିଲା କାର, ଘଟଣାସ୍ଥଳରେ ୨ ମୃତ

ଭୁବନେଶ୍ୱର (କେନ୍ୟୁଜ):  ରାଜ୍ୟରେ ଆରମ୍ଭ ହୋଇଛି ଶୂନ୍ୟ ମୃତାହତ ସପ୍ତାହ। ଦୁର୍ଘଟଣାରେ ଯେପରି କେହି ମୃତାହତ ନହେବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏହାରି ଭିତରେ ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌କୁ ପିଟିଲା କାର୍ । ଘଟଣାସ୍ଥଳରେ ୨…

ଅଧାରେ ରହିଗଲା ତାରିଣୀ ଦର୍ଶନ: ଟ୍ରକକୁ ପିଟିଲା ଭ୍ୟାନ୍, ୮ ମୃତ

ଘଟଗାଁ (କେନ୍ୟୁଜ): ମା ତାରିଣୀଙ୍କୁ ଦର୍ଶନ କରିବେ , ସକାଳୁ ସକାଳୁ ଆଶୀର୍ବାଦ ନେବେ । ଏଇ ଆଶା ନେଇ ଆସିଥିଲେ । ହେଲେ କ୍ଷଣିକରେ ପାଣି ଫୋଟକା ପରି ମିଳାଇଗଲା ମନର ଆଶା । ଅଧାରେ ରହିଗଲା ତାରିଣୀ ଦର୍ଶନ। ମନ୍ଦିର ପହଞ୍ଚିବାକୁ ମାତ୍ର ୪ କିଲୋମିଟର ବାକି ଥିଲା, ହେଲେ ଚାଲିଗଲା ଜୀବନ।…

ଦୁଇ ଭାଇଙ୍କ ଉପରେ ମାଡ଼ିଗଲା ଟ୍ରକ୍: ଜଣେ ମୃତ, ଜଣେ ଗୁରୁତର

କେନ୍ଦ୍ରାପଡା (କେନ୍ୟୁଜ): ଦୁଇ ଭାଇଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ବାଇକରେ ଯାଉଥିବାବେଳେ ଦୁଇ ଭାଇଙ୍କ ଉପରେ ଚଢିଗଲା ଟ୍ରକ । କେନ୍ଦ୍ରାପଡ଼ା ୫୩ ନମ୍ବର ଯଦୁପୁର ଗୋଡା ନିକଟରେ ଦୁର୍ଘଟଣା । ସାନ ଭାଇ ମୃତ, ବଡ଼ ଭାଇ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି । ଘଟଣା…

ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଭ୍ୟାନକୁ ଧକ୍କା ଦେଲା ଟ୍ରକ: ୭ ମୃତ ୧୦ ଆହତ

ନୂଆଦିଲ୍ଲୀ : ରାଜସ୍ଥାନର ଡୁଙ୍ଗରପୁର ଜିଲ୍ଲାର ବିଚିୱାଡା ପୋଲିସ ଷ୍ଟେସନ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜାତୀୟ ରାଜପଥ- ୪୮ର ରତନପୁର ବର୍ଡର ନିକଟରେ ଏକ ଟ୍ରକ ଭ୍ୟାନକୁ ଧକ୍କା ଦେବା…

ମନ୍ଦିରରୁ ଫେରିବା ବାଟରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ ଓ କାର ମୁହାଁମୁହିଁ ଧକ୍କା, ୭ ମୃତ

ନୂଆଦିଲ୍ଲୀ : ତାମିଲନାଡୁରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ ଓ କାର ମୁହାଁମୁହିଁ ଧକ୍କା ହେବାରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତିରୁବନନାମାଲାଇ ଜିଲ୍ଲାର ଚେଙ୍ଗମରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତକଙ୍କ ପରିଚୟ ମଧ୍ୟ ସ୍ପଷ୍ଟ…

ବସ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ; ଜଣେ ଗୁରୁତର

ଜଳେଶ୍ବର (କେନ୍ୟୁଜ): ବସ - ବାଇକମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର-ଚନ୍ଦନେଶ୍ଵର ମୁଖ୍ୟ ରାସ୍ତା…

ଆଶ୍ୱସ୍ତିକର ଖବର: ଓଡ଼ିଶାରେ ସଡ଼କ ଦୁର୍ଘଟଣା ୭.୫୬ % ଥିବାବେଳେ ମୃତ୍ୟୁ ହାର ୬.୨୪%କୁ ହ୍ରାସ

(କେନ୍ୟୁଜ): ରାଜ୍ୟରେ ସଡକ ଦୁର୍ଘଟଣା ମୃତ୍ୟୁ ହାର ହ୍ରାସ ପାଇଛି। ୨୦୨୨ର ଦ୍ୱିତୀୟ ତିନି ମାସ ତୁଳନାରେ ୨୦୨୩ ଦ୍ୱିତୀୟାର୍ଦ୍ଧରେ ସଡକ ଦୁର୍ଘଟଣା ମୃତ୍ୟୁ କମିଛି। ୨୦୨୨ ଦ୍ୱିତୀୟ ତିନି ମାସରେ ସଡକ ଦୁର୍ଘଟଣା ୭.୫୬ ପ୍ରତିଶତ କମ ହୋଇଥିବା ବେଳେ ଏହା ୨୦୨୩ର ଏହି ସମୟରେ ଏହା ୬.୨୪ ପ୍ରତିଶତକୁ…