Below header

ବାଇକ୍‌ କୁ ଧକ୍କା ଦେଲା ଟ୍ରକ, ୨ ମୃତ

ବାଇକ୍‌ କୁ ଧକ୍କା ଦେଲା ଟ୍ରକ ଦୁର୍ଘଟଣାରେ ୨ ମୃତ । ବରଗଡ଼ ନୋଗେନ୍‌ ପାଲି ଏପ୍‌ସିଆଇ ଗୋଦାମ ସମ୍ମୁଖରେ ଘଟିଛି ଏହି ଦୁର୍ଘଟଣା ।

ବରଗଡ଼ (କେନ୍ୟୁଜ): ବାଇକ୍‌ କୁ ଧକ୍କା ଦେଲା ଟ୍ରକ ଦୁର୍ଘଟଣାରେ ୨ ମୃତ । ବରଗଡ଼ ନୋଗେନ୍‌ ପାଲି ଏପ୍‌ସିଆଇ ଗୋଦାମ ସମ୍ମୁଖରେ ଘଟିଛି ଏହି ଦୁର୍ଘଟଣା ।

ଖବର ଅନୁଯାୟୀ, ବାଇକ୍‌ରେ ଦୁଇ ଜଣ ଯାଉଥିଲେ । ବରଗଡ଼ ନାଗେନପାଲି ଏଫ୍‌ସିଆଇ ସମ୍ମୁଖରେ ବାଇକ୍‌କୁ ଧକ୍କା ଦେଇଥିଲା ଟ୍ରକ । ଯେଉଁଥିରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ଟାଉନ୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.