ରାଉରକେଲାର ବିଭିନ୍ନ ଅଞ୍ଚଳରୁ କାର ଓ ମୋଟର ସାଇକେଲ ଲୁଟ କରୁଥିବା ଗ୍ୟାଙ୍ଗର ମୁଖ୍ୟ ରାହୁଲ ରାଏ ଗିରଫ

ରାଉରକେଲା(କେନ୍ୟୁଜ୍): କାର ଓ ମୋଟର ସାଇକେଲ ଲୁଟ କରୁଥିବା ଗ୍ୟାଙ୍ଗର ମୁଖ୍ୟ ଗିରଫ। ରାଉରକେଲା ସେକ୍ଟର ୭ ଓ ୧୫ ଥାନା ଅଞ୍ଚଳରୁ କାର ଚୋରି କରୁଥିବା ରାକେଟ ମୁଖ୍ୟ ରାହୁଲ ରାଏକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଠାରୁ ଗୋଟିଏ କାର, ପଲ୍‌ସର ବାଇକ, ଏଲଇଡି ଟିଭି ଓ ୮ଟି ମୋବାଇଲ ଜବତ କରାଯାଇଥିବା ରାଉରକେଲା ଡିଏସପି କହିଛନ୍ତି। ରାକେଟର ଅନ୍ୟମାନଙ୍କୁ ଧରିବାକୁ ପୋଲିସ ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.