Below header
Browsing Tag

theif

ସ୍କୁଲରେ ଚୋରି କରି ଧରା ପଡ଼ିଲେ, ଜବତ ହେଲା ନଗଦ ୬୦ ହଜାର ଟଙ୍କା

ମୟୂରଭଞ୍ଜ (କେନ୍ୟୁଜ): ଆଜି କାଲିର ଚୋରମାନେ ନିଜକୁ ମହା ଚାଲାକ ଭାବୁଛନ୍ତି । ଚୋରି କରି ଖସି ପଳାଉଛନ୍ତି ଆଉ ଭାବୁଛନ୍ତି ପୋଲିସ ଚୋରଙ୍କ ଟେର ପାଇବନି । କିନ୍ତୁ ଚୋର ଯେତେ ଚାଲାକ ହେଲେ ବି ଦିନେ ନା ଦିନେ ଧରା ପଡ଼େ । ସମାନ ଭାବେ ସୁଇ ଜଣ ଚୋରଙ୍କ ଚାଲାକି ଧରା ପଡ଼ିଛି ଆଉ ପୋଲିସ ନିଜର…

ଦିନ ଦ୍ୱିପ୍ରହରରେ କଳାକନା ବୁଲାଇ ଖସି ପଳାଇଥିଲେ, କିନ୍ତୁ ଚଢ଼ାଉ କରି କାବୁ କଲା ପୋଲିସ୍‌

ଜଳେଶ୍ବର (କେନ୍ୟୁଜ୍‌): ଚୋର ମାନେ ଚୋରି କରିବା ପାଇଁ ନାନା ଉପାୟ ଆପଣାନ୍ତି । ଏ ଚୋରମାନେ ସୁଯୋଗ ମିଳିଲେ ଦିନ ରାତି କିଛି ମାନନ୍ତିନି । ଅନେକ ଚୋର ଭାବନ୍ତି ଚୋରି କରି କେବେ ବି ଧରା ପଡ଼ିବେନି । କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଚୋର ଯେତେ ଚାଲାକ ହେଲେ ବି ଦିନେ ନା ଦିନେ ଧରା…

ରାଉରକେଲାର ବିଭିନ୍ନ ଅଞ୍ଚଳରୁ କାର ଓ ମୋଟର ସାଇକେଲ ଲୁଟ କରୁଥିବା ଗ୍ୟାଙ୍ଗର ମୁଖ୍ୟ ରାହୁଲ ରାଏ ଗିରଫ

ରାଉରକେଲା(କେନ୍ୟୁଜ୍): କାର ଓ ମୋଟର ସାଇକେଲ ଲୁଟ କରୁଥିବା ଗ୍ୟାଙ୍ଗର ମୁଖ୍ୟ ଗିରଫ। ରାଉରକେଲା ସେକ୍ଟର ୭ ଓ ୧୫ ଥାନା ଅଞ୍ଚଳରୁ କାର ଚୋରି କରୁଥିବା ରାକେଟ ମୁଖ୍ୟ ରାହୁଲ ରାଏକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଠାରୁ ଗୋଟିଏ କାର, ପଲ୍‌ସର ବାଇକ, ଏଲଇଡି ଟିଭି ଓ ୮ଟି ମୋବାଇଲ ଜବତ…

ପୋଲିସକୁ ଚକମା ଦବାକୁ ଯାଇ ୨୨ ମହଲାରେ ଫସିଗଲା ଚୋର, ରେସକ୍ୟୁ ଟିମ କଲା ଉଦ୍ଧାର

ଚୀନର ହୁନାନ ପ୍ରାନ୍ତରେ ଜଣେ ଚୋର ପୋଲିସ ଠାରୁ ରକ୍ଷା ପାଇବା ପାଇଁ ୨୨ ମହଲା କୋଠାରେ ଓହଳି ରହିଲା। ପୋଲିସର କହିବାନୁଯାୟୀ ଯେତେବେଳେ ଚୋରକୁ ଏହି ବିଷୟରେ ଜଣାପଡିଲା ସେ ପର୍ବତରୋହି ଭଳି ବିଲ୍ଡିଂ ରୁ ତଳକୁ ଓହ୍ଲାଇଲା। ଏହାମଧ୍ୟରେ ସେ ୨୨ ମହଲାରେ ଅଟକି ରହିଗଲା ଏବଂ ତାକୁ ବଞ୍ଚାଇବା ପାଇଁ…

ଧରାପଡିଲେ ଲକ୍ଷାଧିକ ଟଙ୍କାର କେବଲ୍ ଚୋର, ସିସିଟିଭିରେ ଦେଲା ଘଟଣା ରେକର୍ଡ

ଭୁବନେଶ୍ବର (କେନ୍ୟୁଜ୍) : ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟୀ ଫାଣ୍ଡି ନିକଟସ୍ଥ ଝାଡ଼େଶ୍ବର କଲୋନୀର ଜଣେ ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର କେବୁଲ ତାର ଚୋରୀ କରିଥିବା ଅଭିଯୁକ୍ତ ଗିରଫ ହୋଇଛନ୍ତି। ତେବେ ଚୋରୀର ସସମ୍ତ ଘଟଣା ସେଠାରେ ଥିବା ସିସିଟିଭି ଫୁଟେଜା ରେକର୍ଡ ହୋଇଥିବା ସହ…

ଠାକୁରଙ୍କୁ ବି ଛାଡିଲେନି ଲୁଟେରା : ମନ୍ଦିର କବାଟ ଭାଙ୍ଗି ଲକ୍ଷାଧିକ ସୁନା ଗହଣା ସହ ଟଙ୍କା ଚୋରି

ଜଟଣୀ(କେନ୍ୟୁଜ୍): ଠାକୁରଙ୍କୁ ବି ଛାଡିଲେନି ଲୁଟେରା। ଜଟଣୀ ପାତ୍ରପଡା ରାଧାମୋହନ ମନ୍ଦିରରୁ ସୁନା ଗହଣା ସହ ଟଙ୍କା ଚୋରି କରିନେଲେ ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଛି। ସକାଳୁ ମନ୍ଦିର ପୂଜକ କବାଟ ଭଙ୍ଗାଯାଇଥିବା ଦେଖି…