୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କୁ ଶୁଭାର୍ଶୀବାଦ କରିଛନ୍ତି ସାଧୁସନ୍ଥ

ଭୁବନେଶ୍ବର(କେନ୍ୟୁଜ୍) : ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କୁ ସାଧୁସନ୍ଥମାନେ ଶୁଭାର୍ଶୀବାଦ କରିଛନ୍ତି । ନବୀନ ନିବାସ ଯାଇ ସାଧୁସନ୍ଥମାନେ ଉତ୍ତରୀୟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ରାଜ୍ୟ ତଥା ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବହୁତ ଭଲ କାମ କରୁଛନ୍ତି । ଫଳରେ ରାଜ୍ୟର ବିକାଶ ଧାରା ବଢୁଥିବା ନେଇ ସେମାନେ ମତପ୍ରକାଶ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.