Below header

ରାଜ୍ୟ ସମାଜବାଦି ପାର୍ଟି ପକ୍ଷରୁ ବିଏମ୍‌ସି ହୋଡିଂ ଟିକସକୁ ବିରୋଧ

ଭୁବନେଶ୍ୱର(କେନ୍ଯୁଜ୍): ରାଜ୍ୟ ସମାଜବାଦି ପାର୍ଟି ପକ୍ଷରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ଭୁବନେଶ୍ୱର ମହାନଗର ନିଗମର ପ୍ରସ୍ତାବିତ HOLDING ଟିକସକୁ ବିରୋଧ କରାଯାଇଛି । ଗତ ୧୩ ତାରିଖରେ ବିଏମସି HOLDING ଟିକସ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛି । ଆସନ୍ତା ୧ ତାରିଖରୁ ପିଛିଲା ଭାବେ ୨୦୧୯ ମସିହା ଅପ୍ରେଲ ୧ ତାରିଖରୁ ଆଦାୟ କରାଯିବାର ପ୍ରସ୍ତାବ ରହିଛି । ଟିକସ ବୃଦ୍ଧି ରାଜଧାନୀ ବାସିନ୍ଦାଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.