Below header

ହନୁମାନ ଜୟନ୍ତୀ ସମନ୍ଵୟ ସମିତି ପକ୍ଷରୁ ସମ୍ବଲପୁର ବନ୍ଦ ଡାକରା

ସମ୍ବଲପୁରରେ ହନୁମାନ ଜୟନ୍ତୀ ସମନ୍ଵୟ ସମିତି ପକ୍ଷରୁ ସମ୍ବଲପୁର ବନ୍ଦ ଡାକରା । ଆଜି ଅପରାହ୍ନ ୩ଟାରୁ ଆସନ୍ତାକାଲି ସନ୍ଧ୍ୟା ୬ଟା ଯାଏଁ ବନ୍ଦ ରହିବ ସମ୍ବଲପୁର । ବନ୍ଦ ସମୟରେ ଜରୁରୀକାଳୀନ ସେବା ଜାରି ରହିବ। ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ରହିଛି। ଦୋକାନ ବଜାର ବନ୍ଦ ରହିବ।

ସମ୍ବଲପୁର (କେନ୍ୟୁଜ୍‌) : ସମ୍ବଲପୁରରେ ହନୁମାନ ଜୟନ୍ତୀ ସମନ୍ଵୟ ସମିତି ପକ୍ଷରୁ ସମ୍ବଲପୁର ବନ୍ଦ ଡାକରା । ଆଜି ଅପରାହ୍ନ ୩ଟାରୁ ଆସନ୍ତାକାଲି ସନ୍ଧ୍ୟା ୬ଟା ଯାଏଁ ବନ୍ଦ ରହିବ ସମ୍ବଲପୁର । ବନ୍ଦ ସମୟରେ ଜରୁରୀକାଳୀନ ସେବା ଜାରି ରହିବ। ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ରହିଛି। ଦୋକାନ ବଜାର ବନ୍ଦ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.