ସେମିଳିଗୁଡ଼ାରେ ଡ଼ଙ୍ଗା ବୁଡି ୪ ନିଖୋଜ, ୪ ଉଦ୍ଧାର

କୋରାପୁଟ ସେମିଳିଗୁଡା ଥାନା ପୋଡାଗଡ ନିକଟରେ ଏକ ଦେଶୀ ଡ଼ଙ୍ଗା ବୁଡିଯିବାରୁ ୪ ଜଣ ନିଖୋଜ ଅଛନ୍ତି । ଅନ୍ୟ ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଡଙ୍ଗାରେ ମୋଟ ୮ ଜଣ ବ୍ୟକ୍ତି ଥିଲେ । ସମସ୍ତେ ମୁଖୀଗୁଡ଼ାଇରୁ ତେନ୍ତୁଳିପଦର ଆସୁଥିଲେ ।

କୋରାପୁଟ(କେନ୍ୟୁଜ୍‌ ): କୋରାପୁଟ ସେମିଳିଗୁଡା ଥାନା ପୋଡାଗଡ ନିକଟରେ ଏକ ଦେଶୀ ଡ଼ଙ୍ଗା ବୁଡିଯିବାରୁ ୪ ଜଣ ନିଖୋଜ ଅଛନ୍ତି । ଅନ୍ୟ ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଡଙ୍ଗାରେ ମୋଟ ୮ ଜଣ ବ୍ୟକ୍ତି ଥିଲେ । ସମସ୍ତେ ମୁଖୀଗୁଡ଼ାଇରୁ ତେନ୍ତୁଳିପଦର ଆସୁଥିଲେ ।

ନିଖୋଜଙ୍କ ମଧ୍ୟରେ ୩ ଜଣ ମହିଳା  ଓ ଜଣେ ଶିଶୁଙ୍କ ସମେତ ମୋଟ ୪ ଜଣ ଥିବା ସୂଚନା ମିଳିଛି । ନିଖୋଜ ବ୍ୟକ୍ତିମାନେ ହେଲେ ସାବିତ୍ରୀ କିରସାନି (୧୮), ରାମା କିରସାନି (୧୮), ବବିତା ହେନ୍ତାଳ ଓ ଜଣେ ଶିଶୁ। ଏମାନେ ସମସ୍ତେ ମୁଖିବିଦେଇ ଗାଁର ବୋଲି ଜଣାପଡ଼ିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.