ନିଷ୍ଠାର ସହ ଶେଷ ହେଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା

ସମ୍ବଲପୁର(କେ ନ୍ୟୁଜ): ଭାବ ଭକ୍ତି ଓ ନିଷ୍ଠାର ସହ ଶେଷ ହେଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା। ନବବିବାହିତ ଦେବଦମ୍ପତ୍ତିଙ୍କ ନଗର ପରିକ୍ରମା ସହ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ଶେଷ ହୋଇଛି। ପାର୍ବତୀଙ୍କ ବିମାନକୁ ମହିଳାମାନେ କାନ୍ଧରେ ବୋହି ନଗର ପରିକ୍ରମା କରାଇଥିଲେ। ସମ୍ବଲପୁର ନନ୍ଦପଡା, ଝାଡୁଆପଡା ଓ ମୋଦିପଡା ଶିବ ମନ୍ଦିରରେ ଦେବ ଦମ୍ପତି ମନ୍ଦିର ପ୍ରବେଶ କରିଛନ୍ତି। ଏଥି ସହ ଶେଷ ହୋଇଛି ଚଳିତ ବର୍ଷର ଶୀଳତଷଷ୍ଠୀ ଯାତ୍ରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.