Below header

ପୁରୀ ବେଳାଭୂମିରେ ବାଲୁକା କଳାରେ ସରସ୍ୱତୀ ପୂଜାର ଶୁଭେଚ୍ଛା, କରୋନା ଭାଇରସରୁ ରକ୍ଷା କରିବା ପାଇଁ ପ୍ରାର୍ଥନା କଲେ ବାଲୁକାଶିଳ୍ପୀ ମାନସ ସାହୁ

ପୁରୀ(କେନ୍ୟୁଜ୍): ବାଲୁକା କଳାରେ ସରସ୍ୱତୀ ପୂଜାର ଶୁଭଚ୍ଛୋ । ପୁରୀ ବେଳାଭୂମିରେ ବାଲୁକା କଳାରେ ସରସ୍ୱତୀ ପୂଜାର ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ । ଏହାସହ କରୋନା ଭାଇରସରୁ ରକ୍ଷା କରିବା ପାଇଁ ସେ ମାଆ ସରସ୍ୱତୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏହି ବାଲୁକାକଳା ପାଇଁ ପ୍ରାୟ ୧୫ ଟନ୍ ବାଲି ବ୍ୟବହାର କରାଯାଇଛି । ଯାହା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.