Below header

ପୁରୀ ବେଳାଭୂମିରେ ବାଲୁକାକଳାରେ ହୋଲି ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ (କେନ୍ୟୁଜ): ବାଲୁକାକଳାରେ ହୋଲି ଶୁଭେଚ୍ଛା । ପୁରୀ ବେଳାଭୂମିରେ ବାଲୁକା କଳା କରି ହୋଲିର ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବେଳାଭମିରେ ରାଧାକୃଷ୍ଣଙ୍କର ଏକ ଯୁଗଳ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ହୋଲିକୁ ଆନନ୍ଦ ଓ ଉତ୍ସାହର ସହ ପାଳିବାକୁ ନିବେଦନ କରିଛନ୍ତି । ବାଲୁକାକଳା ଦେଖିବାକୁ ପର୍ଯ୍ୟଟଙ୍କ ଭିଡ଼ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.