Below header
Browsing Tag

happy holi

ହୋଲିରେ ଭାଙ୍ଗ ପିଇବା ସମୟରେ ଧ୍ୟାନ ଦିଅନ୍ତୁ ଏହି ଜିନିଷ ପ୍ରତି, ନଚେତ ହୋଇପାରେ ବଡ ସମସ୍ୟା

ଅନେକ ଲୋକ ହୋଲି ଅବସରରେ ଭାଙ୍ଗ ପିଇବାକୁ ପସନ୍ଦ କରନ୍ତି । ଏହା ଏକ ନୂଆ ପରମ୍ପରା ନୁହେଁ ବରଂ ଏହି ପରମ୍ପରା ବହୁତ ପୂର୍ବରୁ ଚାଲିଆସିଛି । ଯଦି ଆପଣ ହୋଲିର ପୁରୁଣା ଗୀତ ଶୁଣିବେ, ତେବେ ଆପଣ ରଙ୍ଗ ଏବଂ ଭାଙ୍ଗ କଥା ଶୁଣିପାରିବେ । କିନ୍ତୁ ଭାଙ୍ଗ ପିଇବା ଦ୍ୱାରା ଆପଣଙ୍କର କ୍ଷତି ହୋଇପାରେ ।…

ହୋଲିରେ କଲର ଓ ପାଣିରୁ ଫୋନ୍‌କୁ କେମିତି ବଞ୍ଚାଇବେ ? ଫୋନ୍‌ ଓଦା ନହେବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ହୋଲିର ମଜା ବେଳେବେଳେ ବହୁତ ଅଧିକ ହୋଇଯାଏ । କିଛି ଲୋକ ହୋଲି ପର୍ବରେ ଏତେ ବ୍ୟସ୍ତ ରୁଅନ୍ତି ଯେ ସେମାନେ ନିଜ ଫୋନ୍ କିମ୍ବା ଅନ୍ୟ ମୂଲ୍ୟବାନ ଜିନିଷ ବିଷୟରେ ଚିନ୍ତା କରନ୍ତି ନାହିଁ । ବର୍ତ୍ତମାନ ହୋଲିର ପର୍ବ ଏପରି ହେଉଛି, ଯେ ସମସ୍ତେ ରଙ୍ଗକୁ ମଜାରେ ଖେଳିବାକୁ ପସନ୍ଦ କରୁଛନ୍ତି । ତେବେ…

ହୋଲି ପୂର୍ବରୁ ୬.୫ କୋଟି ଲୋକଙ୍କୁ ମିଳିବ ବଡ଼ ଉପହାର, ସରକାର ଖାତାକୁ ଟ୍ରାନ୍ସଫର କରିବେ PF ସୁଧ

ହୋଲି ପୂର୍ବରୁ ମିଳିବାକୁ ଯାଉଛି ଆଉ ଏକ ଖୁସି ଖବର। ଏଥର ହୋଲି ପୂର୍ବରୁ ୬.୫ କୋଟି ଲୋକଙ୍କୁ ମିଳିବ ଖୁସି ଖବର। ଆମେ ଆପଣଙ୍କୁ ମହଙ୍ଗା ଭତ୍ତାକୁ ନେଇ ବଡ଼ ଅପଡେଟ ଦେଇଛୁ । ତେବେ ଏହାରି ମଧ୍ୟରେ ପିଏଫ ଆକାଉଣ୍ଟ ଧାରୀଙ୍କ ପାଇଁ ମଧ୍ୟ ଖୁସି ଖବର ଆସିଛି। ଏଭଳି ଖବର ସାମ୍ନାକୁ ଆସୁଛି ଯେ ଖୁବ…

ପୁରୀ ବେଳାଭୂମିରେ ବାଲୁକାକଳାରେ ହୋଲି ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ (କେନ୍ୟୁଜ): ବାଲୁକାକଳାରେ ହୋଲି ଶୁଭେଚ୍ଛା । ପୁରୀ ବେଳାଭୂମିରେ ବାଲୁକା କଳା କରି ହୋଲିର ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବେଳାଭମିରେ ରାଧାକୃଷ୍ଣଙ୍କର ଏକ ଯୁଗଳ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ହୋଲିକୁ ଆନନ୍ଦ ଓ ଉତ୍ସାହର ସହ ପାଳିବାକୁ ନିବେଦନ…

ଆଜି ରଙ୍ଗର ପର୍ବ ହୋଲି : ବିଭିନ୍ନ ରଙ୍ଗରେ ରଙ୍ଗେଇ ହେବେ ଲୋକ, ଦୀର୍ଘ ୨ ବର୍ଷ ମିଳିଲା ସୁଯୋଗ

ଭୁବନେଶ୍ବର(କେନ୍ୟୁଜ୍): ଆଜି ରଙ୍ଗର ପର୍ବ ହୋଲି । ବିଭିନ୍ନ ରଙ୍ଗରେ ରଙ୍ଗେଇ ହେବେ ଲୋକ । ଦୀର୍ଘ ଦୁଇ ବର୍ଷ ପରେ ଏଥର ଜମିବ ରଙ୍ଗ ଖେଳ । କୋଭିଡ୍‌ ଭୟ ପ୍ରାୟତଃ ନାହିଁ । କଟକଣା ବି ନାହିଁ । ଦୁଇ ବର୍ଷ ପରେ ବାହାରେ ହୋଲି ଖେଳିବା ପାଇଁ ସୁଯୋଗ ମିଳିଛି। ଲୋକେ ଏହାକୁ ନେଇ ବେଶ୍‌ ଉତ୍ସାହିତ…

ରଙ୍ଗ ଓ ଆନନ୍ଦର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଙ୍ଗ ଓ ଆନନ୍ଦର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ରଙ୍ଗ ଓ ଆନନ୍ଦର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।…