Below header

ଏସସିବିରେ ଖୁବଶୀଘ୍ର ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ସେବା, ଆରଡିସି ସ୍ତରୀୟ ବୈଠକ ପରେ ନିଷ୍ପତ୍ତି

କଟକ (କେନ୍ୟୁଜ): ୨୦୨୩ ସୁଦ୍ଧା ସରିବ ଏସିସିବି ଅତ୍ୟାଧୁନିକ କାର୍ଯ୍ୟ । ଏନେଇ କାମ ଜୋରସୋରରେ ଆଗେଇ ଚାଲିଛି । ଖୁବଶୀଘ୍ର ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ସେବା । ଏହାସହ ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ବେଡ ସଂଖ୍ୟା ବୃଦ୍ଧି କରାଯିବ । ୨୮୦ରୁ ବୃଦ୍ଧି ପାଇ ୫୦୦ ଶଯ୍ୟା ହେବ । ଆରଡିସି ସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି । ସେହିଭଳି ଶିଶୁ ଭବନର ହେବ ଉନ୍ନତିକରଣ । ଶିଶୁଭବନରେ ରହିବ ୬୦୩ ବେଡ । ଏବେ ଶିଶୁଭବନରେ ରହିଛି ୪୧୬ ବେଡ୍‌ । ମା’ ମାନଙ୍କ ପାଇଁ ହେବ ୧୦୦ ଶଯ୍ୟା ବିଶିଷ୍ଟ ପ୍ରତିକ୍ଷାଳୟ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.