Browsing Tag

scb medical college

ଏସସିବି ମେଡିକାଲ କଲେଜ ପାଇଁ କିଣାହେଲା ୯ଟି ଇକମୋ ମେସିନ୍, ଅଗଷ୍ଟ ୧୫ରୁ ହେବ କାର୍ଯ୍ୟକ୍ଷମ

କଟକ(କେନ୍ୟୁଜ): କଟକ ଏସସିବି ମେଡିକାଲ କଲେଜ ପାଇଁ ୯ଟି ଇକମୋ ମେସିନ କିଣାଯାଇଛି । ରାଜ୍ୟ ସରକାରଙ୍କ ପାଣ୍ଠିରେ ୬ଟି ଓ ସିଏସଆର ଫଣ୍ଡରେ କିଣାଯାଇଛି ୩ଟି ଇକମୋ ମେସିନ । ମେସିନ୍‌ ପରିଚାଳନା ପାଇଁ କର୍ମଚାରୀ ଓ ଅଧିକାରୀ କୋଲକାତା ମେଡିକା ହସପିଟାଲ୍‌ରେ ଦୁଇଟି ପର୍ଯ୍ୟାୟରେ ଟ୍ରେନିଂ ନେବେ।…

ଏସସିବିରେ ଖୁବଶୀଘ୍ର ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ସେବା, ଆରଡିସି ସ୍ତରୀୟ ବୈଠକ ପରେ ନିଷ୍ପତ୍ତି

କଟକ (କେନ୍ୟୁଜ): ୨୦୨୩ ସୁଦ୍ଧା ସରିବ ଏସିସିବି ଅତ୍ୟାଧୁନିକ କାର୍ଯ୍ୟ । ଏନେଇ କାମ ଜୋରସୋରରେ ଆଗେଇ ଚାଲିଛି । ଖୁବଶୀଘ୍ର ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ସେବା । ଏହାସହ ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ବେଡ ସଂଖ୍ୟା ବୃଦ୍ଧି କରାଯିବ । ୨୮୦ରୁ ବୃଦ୍ଧି ପାଇ ୫୦୦ ଶଯ୍ୟା ହେବ । ଆରଡିସି…

ଏସ୍‌ସିବି ମେଡିକାଲ ହେବ ଏମସ୍‌ ପ୍ଲସ୍‌, ଖୁବ୍‌ଶୀଘ୍ର ଆରମ୍ଭ ହେବ ରିଙ୍ଗରୋଡ୍‌ ୬ ଥାକିଆ ରାସ୍ତା

କେନ୍ୟୁଜ (ବ୍ୟୁରୋ): ଏସସିବି ମେଡିକାଲ ହେବ ଏମସ୍‌ ପ୍ଲସ୍‌ । କଟକ ସହରର ପ୍ରାରମ୍ଭିକ କାର୍ଯ୍ୟ ଭାବେ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱରେ ତିନି ଥାକିଆ ରାସ୍ତାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜୋବ୍ରା ବ୍ୟାରେଜଠାରୁ ରାଣୀହାଟ ପୋଲ ପର୍ଯ୍ୟନ୍ତ ଏହି ରାସ୍ତା ହୋଇଛି । ଏହାପରେ ରାଣୀହାଟ…