ଏସ୍‌ସିବି ମେଡିକାଲ ହେବ ଏମସ୍‌ ପ୍ଲସ୍‌, ଖୁବ୍‌ଶୀଘ୍ର ଆରମ୍ଭ ହେବ ରିଙ୍ଗରୋଡ୍‌ ୬ ଥାକିଆ ରାସ୍ତା

କେନ୍ୟୁଜ (ବ୍ୟୁରୋ): ଏସସିବି ମେଡିକାଲ ହେବ ଏମସ୍‌ ପ୍ଲସ୍‌ । କଟକ ସହରର ପ୍ରାରମ୍ଭିକ କାର୍ଯ୍ୟ ଭାବେ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱରେ ତିନି ଥାକିଆ ରାସ୍ତାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜୋବ୍ରା ବ୍ୟାରେଜଠାରୁ ରାଣୀହାଟ ପୋଲ ପର୍ଯ୍ୟନ୍ତ ଏହି ରାସ୍ତା ହୋଇଛି । ଏହାପରେ ରାଣୀହାଟ ପୋଲ ଠାରୁ ଛତ୍ରବଜାର ପୋଲ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱରେ ପୁଣି ୩ ଥାକିଆ ରାସ୍ତାକାମ ହେବାର ଯୋଜନା ରହିଛି । ଏହାସହ କଟକ ସହରର ଚତୁଃପାର୍ଶ୍ୱରେ ଥିବା ରିଙ୍ଗରୋଡ୍‌ ରାସ୍ତା ୬ ଥାକିଆ ରାସ୍ତା ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଆରମ୍ଭ ହେବ । ୧୪୫୨ କୋଟି ଟଙ୍କାର ୬ ଥାକିଆ ରାସ୍ତା କାମ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ସୁଭାଷ ସି

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.