Below header

ଆଇପିଏଲ ମହିଳା ଦଳରେ ଓଡ଼ିଆ ଝିଅ, ଆଜି ବିସିସିଆଇ ତରଫରୁ ପ୍ରକାଶ ପାଇଲା ଚୂଡ଼ାନ୍ତ ତାଲିକା

କେନ୍ୟୁଜ (ବ୍ୟୁରୋ): ଆଇପିଏଲ ମହିଳା ଦଳରେ ଓଡ଼ିଆ ଝିଅ । ବିସିସିଆଇ ତରଫରୁ ଆଜି ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି । ଆସନ୍ତା ନଭେମ୍ବର 4 ରୁ 9 ପର୍ଯ୍ୟନ୍ତ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ଓମେନ୍ସ ଆଇପିଏଲ T-20 । ସେଥିରେ ସ୍ଥାନ ପାଇଛନ୍ତି ଭୁବନେଶ୍ୱରର ଶୁଶ୍ରୀ ଦିବ୍ୟଦର୍ଶିନୀ । ଆଗରୁ ଥରେ ଆଇପିଏଲ ଖେଳିସାରିଛନ୍ତି ଏଇଟା ତାଙ୍କର ଦିତୀୟ । ସେଥିପାଇଁ ସେ ଖୁବ ଉତ୍ସାହ ଅଛନ୍ତି । ଏଥର ଚମତ୍କାର ଖେଳ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ଶୁଶ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.