Below header
Browsing Tag

inauguration

ବେଦମନ୍ତ୍ରରେ କମ୍ପୁଛି ରାମ ନଗରୀ, ରାତି ପାହିଲେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଛୁଟିଲାଣି ଭକ୍ତଙ୍କ ସୁଅ

ନୂଆଦିଲ୍ଲୀ : ରାମମୟ ଅଯୋଧ୍ଯା । ବେଦମନ୍ତ୍ରରେ କମ୍ପୁଛି ରାମ ନଗରୀ । ରାତି ପାହିଲେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଅଯୋଧ୍ୟାନଗରୀକୁ ଛୁଟିଲାଣି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ । ଆଧ୍ୟାତ୍ମିକ ରସରେ ତଲ୍ଲୀନ ଅଯୋଧ୍ୟା ନଗରୀ । ସାଜସଜ୍ଜା ଅତ୍ୟନ୍ତ ଭବ୍ୟ ଓ ଦିବ୍ୟ ଅନୁଭୂତି ଦେଉଛି ।…

ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାକୁ ନୂଆବର୍ଷ ଭେଟି, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର (କେନ୍ୟୁଜ) : ସତ ହେବାକୁ ଯାଉଛି ପଶ୍ଚିମ ଓଡ଼ିଶାର ସୁକତେଲ୍ ସ୍ବପ୍ନ । ଆଜି ନେବ ବାସ୍ତବର ରୂପ । ଆଜି ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇ ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାକୁ…

ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନର ତାରିଖ ସ୍ଥିର, ଜାନୁୟାରୀ ୨୨ରେ ହେବ ପ୍ରଭୁଙ୍କର ପ୍ରାଣ ପ୍ରତିଷ୍ଠା

ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ଉଦ୍‌ଘାଟନ ପାଇଁ ଶୁଭ ମୁହୂର୍ତ୍ତ ଆସିଛି। ଏଥିପାଇଁ ୨୦୨୪ ଜାନୁଆରୀ ୨୨ ତାରିଖ ଧାର୍ଯ୍ୟ କରାଯାଇଛି। ଏହି ତାରିଖରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେବ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହେବେ। ମନ୍ଦିରର ଗର୍ଭଗୃହରେ ପ୍ରଭୁ…

ଆଜି ହେବ ବିଶ୍ବର ସର୍ବୋଚ୍ଚ ଶିବମୂର୍ତ୍ତି ଉଦ୍‌ଘାଟନ, ନିର୍ମାଣ କରିବା ପାଇଁ ଲାଗିଥିଲା ୧୦ ବର୍ଷ

ନୂଆଦିଲ୍ଲୀ : ବିଶ୍ବର ସର୍ବୋଚ୍ଚ ଶିବମୂର୍ତ୍ତି ରାଜସ୍ଥାନର ରାଜସମନ୍ଦ ଜିଲ୍ଲାର ନାଥଦ୍ବାରାରେ ନିର୍ମାଣ ହୋଇଛି। ଶନିବାର ଅର୍ଥାତ ଆଜି ଭଗବାନ ଶିବଙ୍କ ଏହି ମୂର୍ତ୍ତି ଲୋକାର୍ପଣ ହେବ। ଉକ୍ତ ମୂର୍ତ୍ତିର ଉଚ୍ଚତା ୩୬୯ ଫୁଟ ଥିବାବେଳେ ଏହାର ନାମ ଷ୍ଟାଚ୍ୟୁ ଅଫ ବିଲିଫ୍‌ ବା ବିଶ୍ବାସ…

ଏସ୍‌ସିବି ମେଡିକାଲ ହେବ ଏମସ୍‌ ପ୍ଲସ୍‌, ଖୁବ୍‌ଶୀଘ୍ର ଆରମ୍ଭ ହେବ ରିଙ୍ଗରୋଡ୍‌ ୬ ଥାକିଆ ରାସ୍ତା

କେନ୍ୟୁଜ (ବ୍ୟୁରୋ): ଏସସିବି ମେଡିକାଲ ହେବ ଏମସ୍‌ ପ୍ଲସ୍‌ । କଟକ ସହରର ପ୍ରାରମ୍ଭିକ କାର୍ଯ୍ୟ ଭାବେ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱରେ ତିନି ଥାକିଆ ରାସ୍ତାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜୋବ୍ରା ବ୍ୟାରେଜଠାରୁ ରାଣୀହାଟ ପୋଲ ପର୍ଯ୍ୟନ୍ତ ଏହି ରାସ୍ତା ହୋଇଛି । ଏହାପରେ ରାଣୀହାଟ…

ଶିଳ୍ପାୟନ ପାଇଁ ନବମ ପର୍ଯ୍ୟାୟରେ ୧୦ କ୍ଷେତ୍ରରେ ୨୬ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ, ଖାରବେଳ ଭବନରେ…

କେନ୍ୟୁଜ୍(ବ୍ୟୁରୋ): ଶିଳ୍ପାୟନ ପାଇଁ ନବମ ପର୍ଯ୍ୟାୟରେ ୧୦ କ୍ଷେତ୍ରରେ ୨୬ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ । ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସବୁ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବୌଦ୍ଧର ଆଦିତ୍ୟ ବିର୍ଲା ରିନେବୁଲ, ଯାଜପୁରର ଜିନ୍ଦଲ…

ଆନୁଷ୍ଠାନିକ ଭାବେ ଉଦଘାଟନ ହେଲା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା, ଭିଡିଓ କନଫରେନ୍‌ସିଂରେ ଉଦଘାଟନ କଲେ…

କେନ୍ୟୁଜ୍(ବ୍ୟୁରୋ): ଆନୁଷ୍ଠାନିକ ଭାବେ ଆରମ୍ଭ ହେଲା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା । ଭିଡିଓ କନଫରେନ୍‌ସିଂରେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାରେ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି ବୋଲି କହିଛନ୍ତି । ଖେଲୋ…

ଆନାଥାଶ୍ରମ ପିଲାଙ୍କ ହାତରେ କାଟିଲେ ଫିତା, ଏଭଳି କାର୍ଯ୍ୟକୁ ସମସ୍ତଙ୍କ ପ୍ରଶଂସା

ଭୁବନେଶ୍ୱର : ଏକ ନିଆରା ପ୍ରୟାସ । ଅନାଥାଶ୍ରମ ପିଲାଙ୍କ ହାତରେ ହେଲା ଔଷଧ ଦୋକାନ ଉଦଘାଟନ । ଭୁବନେଶ୍ୱର ସ୍ଥିତ ପଣ୍ଡା ମେଡିକାଲ ଷ୍ଟୋର୍‌ର ନୂତନ ସୋ ରୁମ୍‌କୁ ଏଭଳି ଭାବେ ଶୁଭାରମ୍ଭ କରିଛନ୍ତି ଏହାର ମାଲିକ ପ୍ରଶାନ୍ତ କୁମାର ପଣ୍ଡା । ଆଜି ଇନ୍ଦ୍ରଧନୁ ମାର୍କେଟ୍‌ ନିକଟସ୍ଥ ତାଙ୍କର ଦୋକନକୁ…

ଏଥିର ଖଜଣା ଦେବା ହୋଇଯିବ ସହଜ, ‘ପାଉତି’ ଆପ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍): ‘ପାଉତି’ ଆପ ଉନ୍ମୋଚିତ । ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏଥିରେ ଲୋକମାନେ ନିଜ ଜମି ପାଇଁ ଖଜଣା ଦେଇପାରିବେ । ଜାତିଗତ, ବାସିନ୍ଦା, ଆୟ ଆଦି ପ୍ରମାଣପତ୍ର ପାଇଁ ଯେ କୌଣସି ସ୍ଥାନରୁ ଅନଲାଇନ ମାଧ୍ୟମରେ ଜନସାଧାରଣ ଆବେଦନ…

ଉଦ୍‌ଘାଟିତ ହେଲା ଯାଜପୁରର ଧର୍ମଶାଳା ମହୋତ୍ସବ, ସୃଷ୍ଟି କଲା ବାଲିଯାତ୍ରା ମହୋତ୍ସବର ଭ୍ରମ

ଯାଜପୁର(କେନ୍ୟୁଜ): ବର୍ଣ୍ଣାଢ୍ୟ ପରିବେଶରେ ଉଦ୍‌ଘାଟିତ ହୋଇଯାଇଛି ଯାଜପୁର ଜିଲ୍ଲାର ଧର୍ମଶାଳା ମହୋତ୍ସବ । କଳା, ଐତିହ୍ୟ ଓ ପ୍ରତିଭାର ମହାମିଳନ ହେଉଛି ଏହି ମହୋତ୍ସବ । ଆଜି ସଂଧ୍ୟାରେ ପଂଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ।…

ନବୀନଙ୍କ ରାଜନୈତିକ ଜୀବନ ଉପରେ ପୁଣି ଏକ ପୁସ୍ତକ, ବାଚସ୍ପତିଙ୍କ କାର୍ଯ୍ୟାଳୟରେ ହେଲା ଉନ୍ମୋଚନ

ଭୁବନେଶ୍ବର(କେନ୍ୟୁଜ୍):  ଲଗାତାର ୫ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସି ରେକର୍ଡ ସୃଷ୍ଟି କରିଛନ୍ତି ନବୀନ ପଟ୍ଟନାୟକ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନଙ୍କ ରାଜନୈତିକ ଜୀବନ ଉପରେ ଆଧାର କରି ପୁସ୍ତକ ରଚନା କରିଛନ୍ତି ପଣ୍ଡିତ ଦୈତ୍ୟାରି ମହାପାତ୍ର । ବିଧାନସଭା ବାଚସ୍ପତିଙ୍କ…

ଆରମ୍ଭ ହେଲା ପରୀ ପାଇଁ କଥାଟିଏ ଅଭିଯାନ, ରାଜ୍ୟ ପୋଲିସ ଭବନରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମହିଳା ଓ ଶିଶୁ ସୁରକ୍ଷା ନେଇ କର୍ମଶାଳା। ରାଜ୍ୟ ପୋଲିସ ଭବନରେ ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ପରୀ ପାଇଁ କଥାଟିଏ ତୃତୀୟ ସଂସ୍କରଣକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଡକ୍ୟୁମେଣ୍ଟାରୀ ଫିଲ୍ମ, କଫି ଟେବୁଲ ବୁକ ଓ…