Below header

ସମଲେଇ ପ୍ରକଳ୍ପ ଲୋକାର୍ପଣ ଦିନ ବନ୍ଦ ରହିବ ସ୍କୁଲ ଓ କଲେଜ, ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆସନ୍ତା ୨୭ରେ ରାଜ୍ୟର ସମସ୍ତ  ସ୍କୁଲ ଓ କଲେଜ ଛୁଟି । ସମଲେଇ ପ୍ରକଳ୍ପ ଲୋକାର୍ପଣ ଦିନ ବନ୍ଦ ରହିବ ସ୍କୁଲ ଓ କଲେଜ । ଏନେଇ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୭ରେ ଚତୁର୍ଥ ଶନିବାର ଯୋଗୁ ସେ ଦିନ ସମସ୍ତ ସରକାରୀ ଅଫିସ ବି ବନ୍ଦ ରହୁଛି ।

ସମ୍ବଲପୁର (କେନ୍ୟୁଜ): ଆସନ୍ତା ୨୭ରେ ରାଜ୍ୟର ସମସ୍ତ  ସ୍କୁଲ ଓ କଲେଜ ଛୁଟି । ସମଲେଇ ପ୍ରକଳ୍ପ ଲୋକାର୍ପଣ ଦିନ ବନ୍ଦ ରହିବ ସ୍କୁଲ ଓ କଲେଜ । ଏନେଇ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୭ରେ ଚତୁର୍ଥ ଶନିବାର ଯୋଗୁ ସେ ଦିନ ସମସ୍ତ ସରକାରୀ ଅଫିସ ବି ବନ୍ଦ ରହୁଛି ।

ଆସନ୍ତା ୨୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଭଳି ସମଲେଇ ପ୍ରକଳ୍ପର ଲୋକାର୍ପଣକୁ ଭବ୍ୟ ଓ ସ୍ମରଣୀୟ କରିବାକୁ ସମଲେଇ ମନ୍ଦିର ଟ୍ରଷ୍ଟବୋର୍ଡ ବ୍ୟାପକ ପ୍ରସ୍ତୁତି ଚଳାଇଛି । ଏଥିପାଇଁ ବିଭିନ୍ନ ଦେବାଦେବୀ ପୀଠ, ସାଧୁ-ସନ୍ଥଙ୍କୁ ନିମନ୍ତ୍ରଣ କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.