୫ ଦିନ ପରେ ଆଜିଠୁ ଖୋଲିଲା ସ୍କୁଲ୍, ଚାଲିଛି ପାଠପଢା

ଭୁବନେଶ୍ବର(କେନ୍ୟୁଜ): ୫ ଦିନ ପରେ ଖୋଲିଲା ସ୍କୁଲ , ଚାଲିଲା ପାଠପଢା । ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ । ମଧ୍ୟାହ୍ନ ଭୋଜନ ପରେ ସକାଳ ୯ଟାରେ ସ୍କୁଲ ବନ୍ଦ ହେବ। ତେଣୁ ପିଲାଙ୍କ ଉପରେ ହିଟୱେଭ୍‌ ପ୍ରଭାବ ପଡିବନି ।

ଏହାଦ୍ୱାରା କ୍ଷତି ହୋଇଥିବା ୨ ବର୍ଷ ପାଠର ଭରଣା କରାଯାଇପାରିବ । ଏପଟେ ବୋର୍ଡ ଓ କାଉନ୍‌ସିଲ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସମୟରେ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.