ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର, ଲାଞ୍ଚ ନେଲା ବେଳେ ଧରାପଡିଲେ

ଭିଜିଲାନ୍ସ ଜାଲରେ ଭୁବନେଶ୍ବର ମାଇନର ଇରିଗେସନ ସେକ୍ସନ ଅଫିସର। ୮ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଭୁବନେଶ୍ବର କ୍ଷୁଦ୍ର ଜଳସେଚନ ମୁଖ୍ୟ ଯନ୍ତ୍ରୀଙ୍କ ଅଫିସର ସେକ୍ସନ ଅଫିସର ଶୁଭକାନ୍ତ ସ୍ବାଇଁ ।

ଭୁବନେଶ୍ବର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଭୁବନେଶ୍ବର ମାଇନର ଇରିଗେସନ ସେକ୍ସନ ଅଫିସର। ୮ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଭୁବନେଶ୍ବର କ୍ଷୁଦ୍ର ଜଳସେଚନ ମୁଖ୍ୟ ଯନ୍ତ୍ରୀଙ୍କ ଅଫିସର ସେକ୍ସନ ଅଫିସର ଶୁଭକାନ୍ତ ସ୍ବାଇଁ । ତାଙ୍କ ଅଫିସ ଡ୍ରରୁ ୧୪ ହଜାର ୯୯୦ ଟଙ୍କା ଠାବ ହୋଇଛି। ତିନୋଟି ସ୍ଥାନରେ ଏକକାଳୀନ ରେଡ କରୁଛି ଭିଜିଲାନ୍ସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.