ଜନତା ମୈଦାନ ନିକଟରରେ ସିରିଜ୍ ଦୁର୍ଘଟଣା, ଏକାଧିକ ଲୋକ ଆହତ

ଭୁବନେଶ୍ବର : ଜନତା ମୈଦାନ ନିକଟରେ ପୋଲିସ ବସର ସିରିଜ୍ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇଟି କାର୍ ଏବଂ ବସ୍ କ୍ଷତି ହୋଇଛି । ଏହା ସହ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଜନତା ମଇଦାନରୁ ବାହାରୁଥିବା ଯାତ୍ରୀବାହୀ ବସକୁ ପୁଲିସ ଭ୍ୟାନ୍ ଧକ୍କା ଦେଇଥିଲା । ଯାହା ଫଳରେ ବସ୍ ସାମ୍ନାରେ ଥିବା ଦୁଇଟି କାରକୁ । ପଛରୁ ଧକ୍କା ଏବଂ ପୁଣି ସାମ୍ନା ପଟୁ ଦୁଇଟି କାରକୁ ଧକ୍କା ଦେବା ଫଳରେ ବସରେ ଥିବା ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.