Below header

ଯାଜପୁର ଟାଉନ : ଗୋଟିଏ ଘରୁ ୨୫ ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ: ଦଶରଥପୁର ବ୍ଲକ କନିକପଡା ଗାଁର ଶେଷଦେବ ସାମଲଙ୍କ ଘରୁ ନାଗୁଣି ସହ ୨୫ରୁ ଅଧିକ ନାଗ ଛୁଆ ଉଦ୍ଧାର। ଆଜି ସକାଳୁ ଶେଷଦେବଙ୍କ ମାଟି ଘର କାନ୍ଥରେ ନାଗସାପ ଅଣ୍ଡା ଦେଇଥିବା ଦେଖି ସ୍ନେକ୍ ହେଲ୍ପ ଲାଇନ୍କୁ ଖବର ଦେଇଥିଲେ । ଖବର ପାଇ ସ୍ନେକ୍ ହେଲ୍ପ ଲାଇନ୍ ଚିତ୍ତରଂଜନ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଘର କାନ୍ଥ ଖୋଳି ସାପ ଗୁଡିକୁ ଉଦ୍ଧାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.