Below header
Browsing Tag

snake helpline

କନ୍ଧମାଳ : ଗ୍ରାମରୁ ବାହାରିଲା ୮ ଫୁଟ ଲମ୍ବର ଅଜଗର, ଉଦ୍ଧାର ପରେ ସାପକୁ ଜଙ୍ଗଲରେ ଛାଡିଲେ ସ୍ନେକ ହେଲ୍ପ ଲାଇର ସଦସ୍ୟ

କନ୍ଧମାଳ (କେନ୍ୟୁଜ): ଗତକାଲି ରାତିରେ ଫୁଲବାଣୀ ସହର ନିକଟସ୍ଥ ମୂଳ ଗୁଦାରି ଗ୍ରାମକୁ ଏକ ୮ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କଟାଯାଇଛି। ସାପଟି ଗ୍ରାମ ଭିତରକୁ ପସିଯାଇଥିବା ବେଳେ ଗ୍ରାମବାସୀ ତାକୁ ନମାରି ଫୁଲବାଣୀ ସ୍ନେକ ହେଲ୍ପ ଲାଇନକୁ ଖବର ଦେଲାପରେ ସେମାନେ ଅଜଗର ସାପଟିକୁ ସୁରକ୍ଷିତ…

ଯାଜପୁର ଟାଉନ : ଗୋଟିଏ ଘରୁ ୨୫ ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ: ଦଶରଥପୁର ବ୍ଲକ କନିକପଡା ଗାଁର ଶେଷଦେବ ସାମଲଙ୍କ ଘରୁ ନାଗୁଣି ସହ ୨୫ରୁ ଅଧିକ ନାଗ ଛୁଆ ଉଦ୍ଧାର। ଆଜି ସକାଳୁ ଶେଷଦେବଙ୍କ ମାଟି ଘର କାନ୍ଥରେ ନାଗସାପ ଅଣ୍ଡା ଦେଇଥିବା ଦେଖି ସ୍ନେକ୍ ହେଲ୍ପ ଲାଇନ୍କୁ ଖବର ଦେଇଥିଲେ । ଖବର ପାଇ ସ୍ନେକ୍ ହେଲ୍ପ ଲାଇନ୍ ଚିତ୍ତରଂଜନ ପଣ୍ଡା…