Below header

କେନ୍ଦୁଝର: ସିରିଜ ଦୁର୍ଘଟଣା, ୭ ଗୁରୁତର

ସିରିଜ ଦୁର୍ଘଟଣା, ୭ ଗୁରୁତର। ଏକା ସାଙ୍ଗରେ ୪ଟି ଟ୍ରକ ଏଵଂ ୪ଟି ବାଇକକୁ ଧକା ଦେଲା ଆଉ ଏକ ଟ୍ରକ । କେନ୍ଦୁଝର ଟାଉନ ଥାନା ଜୁଡ଼ିଆ ସାମଲ ମୋଟର ସମ୍ମୁଖରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି ।

କେନ୍ଦୁଝର(କେନ୍ୟୁଜ) : ସିରିଜ ଦୁର୍ଘଟଣା, ୭ ଗୁରୁତର। ଏକା ସାଙ୍ଗରେ ୪ଟି ଟ୍ରକ ଏବଂ ୪ଟି ବାଇକକୁ ଧକ୍କା ଦେଲା ଆଉ ଏକ ଟ୍ରକ । କେନ୍ଦୁଝର ଟାଉନ ଥାନା ଜୁଡ଼ିଆ ସାମଲ ମୋଟର ସମ୍ମୁଖରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି । ୩ଟି ବାଇକ୍ ଭାଙ୍ଗି ଚୂରମାର ହୋଇଯାଇଛି ।

ଦୁର୍ଘଟଣାରେ ଗୁରୁତର ୭ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଟ୍ରକର ବ୍ରେକ ଫେଲ ହେଇଯିବାରୁ ଏହି ସିରିଜ୍ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.