Below header

କାଚ ବୋତଲ ଭିତରେ ଚର୍ଚ୍ଚ, ଜଟଣୀର ଏଲ.ଇଶ୍ୱର ରାଓଙ୍କ ଦ୍ୱାରା ପ୍ରସ୍ତୁତ ଏହି ସୁନ୍ଦର କଳା

ଜଟଣୀ : ପ୍ରତ୍ୟକ ପର୍ବପର୍ବାଣି ହେଉ ବା ଦେଶ ବିଦେଶ ଘଟଣା ବା କୌଣସି ବାର୍ତା, ପ୍ରତ୍ୟକକୁ ନିଜର କଳା ମାଧ୍ୟମରେ କାଚ ବୋତଲ ଭିତରେ ନିଆରା ବାର୍ତା ଦେଇଥାନ୍ତି ଜଟଣୀର ଏଲ.ଇଶ୍ୱର ରାଓ । ଏହି ଭଳି ବଡଦିନ ଉପଲକ୍ଷେ ଏଲ ଇଶ୍ୱର ନିର୍ମାଣ କରିଛନ୍ତି କାଚ ବୋତଲ ଭିତରେ ଚର୍ଚ୍ଚ । ସେ କାଚ ବୋତଲ ଭିତରେ ୮ଇଞ୍ଚ ଦୈଘ୍ୟ ଓ ୬ଇଞ୍ଚ ଓସାର ବିଶିଷ୍ଟ ଏକ ଚର୍ଚ୍ଚ ନିର୍ମାଣ କରିଛନ୍ତି । ସେ ଏହାକୁ ମାଟି ଓ ଦିଆସିଲି କାଠି ସାହାଯ୍ୟରେ ୭ ଦିନ ଭିତରେ ନିର୍ମାଣ କରିଥିବା କହିଛନ୍ତି । ଯାହା ଖୁବ୍ ସୁନ୍ଦର ଦେଖାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.