Below header

ନୂଆବର୍ଷରେ ଓଡ଼ିଶା ଆସିବେ ସୋନିଆ ଗାନ୍ଧୀ, ଏକାଠୀ ହେବେ ୫୦ ହଜାର କର୍ମୀ

ଭୁବନେଶ୍ୱର (କେନ୍ୟୁଜଓଡିଶା) : ଓଡ଼ିଶା ଆସିବେ ସୋନିଆ ଗାନ୍ଧୀ। ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧି ଓଡ଼ିଶା ଆସିବେ। ଆସନ୍ତା ମାସ ତୃତୀୟ ସପ୍ତାହରେ ଓଡ଼ିଶା ଆସିବା ନେଇ ସୂଚନା ମିଳିଛି। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ସୂଚନା ଦେଇଛନ୍ତି। ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଏକ ବିଶାଳ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ୫୦ ହଜାର କର୍ମୀ ଏକାଠି ହେବେ ବୋଲି ସୂଚନା ରହିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବେ ବୋଲି କହିଛନ୍ତି ବିଧାୟକ ସୁରେଶ ରାଉତରାୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.