Below header

କଟକ ପକ୍‌ସୋ କୋର୍ଟ ବିରାରପତି ମୃତ୍ୟୁର ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଝୁଲନ୍ତା ଅବସ୍ଥାରେ ଶ୍ୱାସରୁଦ୍ଧରୁ ମୃତ୍ୟୁ

କଟକ(କେନ୍ୟୁଜ୍): କଟକ ପକ୍‌ସୋ କୋର୍ଟ ବିରାରପତି ମୃତ୍ୟୁର ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ଝୁଲନ୍ତା ଅବସ୍ଥାରେ ଶ୍ୱାସରୁଦ୍ଧରୁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଗତ ଦୁଇ ତାରିଖରେ ପକ୍‌ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା ।

କଟକ ଏସସିବିରେ ତାଙ୍କର ପୋଷ୍ଟମର୍ଟମ ହୋଇଥିଲା । ତାଙ୍କୁ ହତ୍ୟା କରାଯାଇଥିବା ସୁବାସ ବିହାରୀଙ୍କ ମାଆ ଓ ପରିବାର ଲୋକ କଟକ ମର୍କତନଗର ଥାନାରେ ଏତଲା ଦେଇଛନ୍ତି । ପୋଲିସ ହତ୍ୟା ମାମଲା ରୁଜୁ କରି ଖୋଳତାଡ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.