ଦାମନଜୋଡି ରାସ୍ତାରୁ ୫୦ ଲକ୍ଷ ଟଙ୍କାର ଗୁଟୁଖା ଜବତ, ହାଇଦ୍ରାବାଦର ଜଣେ ବ୍ୟକ୍ତି ଗିରଫ

କୋରାପୁଟ(କେନ୍ଯୁଜ୍): ନକଲି ଗୁଟୁଖା କାରଖାନା ଜବତ। ଦାମନଜୋଡି ରାସ୍ତାରୁ ସେମିଳିଗୁଡା ପୋଲିସ ଦ୍ଵାରା ୫୦ ଲକ୍ଷ ଟଙ୍କାର ଗୁଟୁଖା ଜବତ। ଗୁଟୁଖା ତିଆରି ମେସିନ, କେମିକାଲ, ଚୁନ ସମେତ ନକଲି ଗୁଟୁଖା ପ୍ୟାକେଟ ଜବତ କରିଛି ପୋଲିସ।

ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି । ଦୀର୍ଘଦିନ ଧରି ଏଠାରେ ନକଲି ଗୁଟୁଖା କାରଖାନା ଚାଲୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.