Below header
Browsing Tag

gutkha seized

୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗୁଟଖା ଜବତ କଲା ରମ୍ଭା ପୋଲିସ, ଟ୍ରକ ସହ ଚାଳକ ଗିରଫ

ଛତ୍ରପୁର(କେନ୍ୟୁଜ୍): ଗୁଟଖା କୁଆଡ଼େ ବ୍ୟାନ୍‌ ହୋଇଛି । ତାହାହେଲେ ବଜାରକୁ ଆସୁଛି କେମିତି ? ପୁଣି ଧରାପଡ଼ି ଜବତ ହେଉଛି କେମିତି ? ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଂଚଳର ସାଇ ଢ଼ାବା ନିକଟରୁ  ଏକ ଟ୍ରକ(HR55A K9787)ରୁ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ପରିମାଣର ଗୁଟଖା ଜବତ କରିଛି…

ଦାମନଜୋଡି ରାସ୍ତାରୁ ୫୦ ଲକ୍ଷ ଟଙ୍କାର ଗୁଟୁଖା ଜବତ, ହାଇଦ୍ରାବାଦର ଜଣେ ବ୍ୟକ୍ତି ଗିରଫ

କୋରାପୁଟ(କେନ୍ଯୁଜ୍): ନକଲି ଗୁଟୁଖା କାରଖାନା ଜବତ। ଦାମନଜୋଡି ରାସ୍ତାରୁ ସେମିଳିଗୁଡା ପୋଲିସ ଦ୍ଵାରା ୫୦ ଲକ୍ଷ ଟଙ୍କାର ଗୁଟୁଖା ଜବତ। ଗୁଟୁଖା ତିଆରି ମେସିନ, କେମିକାଲ, ଚୁନ ସମେତ ନକଲି ଗୁଟୁଖା ପ୍ୟାକେଟ ଜବତ କରିଛି ପୋଲିସ। ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି…

ବେଆଇନ ଗୁଟଖା କାରଖାନା ଉପରେ ପୋଲିସର ଚଢାଉ, ବିପୁଳ ପରିମାଣର ଗୁଟଖା ଜବତ ସହିତ ୬ ଗିରଫ

ବ୍ରହ୍ମପୁର (କେନ୍ୟୁଜ୍) : ବେଆଇନ ଭାବେ ଗୁଟଖା କାରବାରରେ ବ୍ରହ୍ମପୁର ବଡ଼ ବଜାର ଥାନା ପୋଲିସ ୪ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଗୁଟଖା ଜବତ କରିଛି ପୋଲିସ । ଆଜି ସଂଧ୍ୟାରେ ସହରର ସାର୍ଗୁଣା ସାହିରେ ବେଆଇନ ଭାବେ ଗୁଟଖା ତିଆରି କାରଖାନା ଉପରେ ପୋଲିସ ଅତର୍କିତ ଭାବେ ଚଢାଉ କରିଥିଲା…