Below header

ଶ୍ରୀମନ୍ଦିର ବାଇଶି ପାହାଚ ଫଟୋ ଭାଇରାଲ ଘଟଣା, ସମୁଦ୍ରକୂଳ ଥାନା ଏସଆଇ ଦିଲ୍ଲୀପ ପଣ୍ଡା ନିଲମ୍ବିତ

ପୁରୀ(କେନ୍ଯୁଜ୍): ଶ୍ରୀମନ୍ଦିର ବାଇଶି ପାହାଚ ଫଟୋ ଭାଇରାଲ ଘଟଣାରେ କାର୍ଯ୍ଯନୁଷ୍ଠାନ ନିଆଯାଇଛି । ସସପେଣ୍ଡ ହୋଇଛନ୍ତି ଫଟୋ ଭାଇରାଲ କରିଥିବା ପୋଲିସ ବାବୁ । ଏହି ଘଟଣାରେ ସମୁଦ୍ରକୂଳ ଥାନା ଏସଆଇ ଦିଲ୍ଲୀପ ପଣ୍ଡା ନିଲମ୍ବିତ ହୋଇଛନ୍ତି ।

suspendସୂଚନା ଅନୁଯାୟୀ ପୁରୀ ସମୁଦ୍ର କୂଳ ଥାନାର ସବ୍‌ଇନ୍ସପେକ୍ଟର ଦିଲ୍ଲୀପ କୁମାର ପଣ୍ଡା ନିଜ ଫେସ୍‌ବୁକ୍‌ ପେଜ୍‌ରେ ଫଟୋ ପୋଷ୍ଟ କରିଥିଲେ । ବାଇଶି ପାହାଚରେ ପିଣ୍ଡଦାନ ବେଳେ ବେଢାରେ ଛିଡ଼ା ହୋଇ ଉଠାଇଥିବା ଫଟୋ ଅପଲୋଡ୍‌ କରିଥିଲେ । ଜଣେ ପୋଲିସ ଅଧିକାରୀଙ୍କ ଏପରି ପୋଷ୍ଟକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.