Below header

ବିଶ୍ବ ମୃତ୍ତିକା ଦିବସରେ ଆୟୋଜିତ ହେଲା ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ, ଯୋଗଦେଲେ କୃଷି ମନ୍ତ୍ରୀ ଅରୁଣ ସାହୁ

କେନ୍ୟୁଜ୍(ବ୍ୟୁରୋ): ବର୍ଷକୁ ୭୫ ହଜାର ବିଲୀୟନ ଟନ ମାଟି ଅବକ୍ଷୟ ହେଉଛି । ମାଟିରେ ୧୮ ପ୍ରକାରରର ମହାନୀୟ ଗୁଣ ଥିବାବେଳେ ଏହାର ଅବକ୍ଷୟ ଏବେ ଚିନ୍ତାର କାରଣ ପାଲଟିଛି । ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ସମାରୋହରେ ମୁଖ୍ୟ ଅତିଥିଭାବରେ ଯୋଗ ଦେଇ ଏଭଲି ମନ୍ତବ୍ୟ ରଖଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ସମାରୋହରେ ମୃତ୍ତିକା ସରକ୍ଷଣ ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା ହେବା ସହ କୃଷକମାନଙ୍କୁସ୍ୱସ୍ଥ୍ୟ କାର୍ଡ ମଧ୍ୟ ପ୍ରଦାନ କରାଯାଇଛି । ସେହିଭଳି ପ୍ରତି ବ୍ଲକରେ ମୃତ୍ତିକା ପରୀକ୍ଷା ସେଣ୍ଟର ରହିଛି । ପ୍ରକୃତିକ ଉପରେ ଚାଷ କରିବାକୁ ଗୁରୁତ୍ୱରୋପ କରିଥିଲେ କୃଷି ବିଭାଗ ନିର୍ଦ୍ଦେଶକ ଡଃ. ଏସ୍‌ .ମୁଥୁ କୁମାର କହିଥିଲେ । ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାର ବହୁ ଚାଷୀମାନଙ୍କ ସହ ବହୁ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.